# ଯେ ପର୍ଯ୍ୟନ୍ତ ସ୍ଵାମୀ ଜୀବିତ ଥାଏ “ସ୍ଵାମୀର ମରଣ ପର୍ଯ୍ୟନ୍ତ” # ଭାର୍ଯ୍ୟା ଯାହାକୁ ଇଛା ପ୍ରକାଶ କରେ ତାହାକୁ ଏଠାରେ: “ଭାର୍ଯ୍ୟା ଯେକୌଣସି ଲୋକକୁ ଇଛା କରେ ” # ପ୍ରଭୁଙ୍କ ଠାରେ ଥିବା ଏଠାରେ: “ଯଦି ନବ ସ୍ଵାମୀ ପୂର୍ବରୁ ବିଶ୍ଵାସୀ ଅଟନ୍ତି।” # ମୋହର ମତ “ଈଶ୍ଵରଙ୍କ ବାକ୍ୟକୁ ମୋହର ବୁଝିବାରେ।” # ଅଧିକ ସୁଖୀ ହେବ ଅଧିକ ତୃପ୍ତ ହେବ, ଅଧିକ ଆନନ୍ଦିତ ହେବ # ସେ ସେହିପରି ରହିଲେ ଏଠାରେ: “ଅବିବାହିତ ରହିଲେ।”