Door43-Catalog_or_tn/1CO/07/39.md

916 B

ଯେ ପର୍ଯ୍ୟନ୍ତ ସ୍ଵାମୀ ଜୀବିତ ଥାଏ

“ସ୍ଵାମୀର ମରଣ ପର୍ଯ୍ୟନ୍ତ”

ଭାର୍ଯ୍ୟା ଯାହାକୁ ଇଛା ପ୍ରକାଶ କରେ ତାହାକୁ

ଏଠାରେ: “ଭାର୍ଯ୍ୟା ଯେକୌଣସି ଲୋକକୁ ଇଛା କରେ ”

ପ୍ରଭୁଙ୍କ ଠାରେ ଥିବା

ଏଠାରେ: “ଯଦି ନବ ସ୍ଵାମୀ ପୂର୍ବରୁ ବିଶ୍ଵାସୀ ଅଟନ୍ତି।”

ମୋହର ମତ

“ଈଶ୍ଵରଙ୍କ ବାକ୍ୟକୁ ମୋହର ବୁଝିବାରେ।”

ଅଧିକ ସୁଖୀ ହେବ

ଅଧିକ ତୃପ୍ତ ହେବ, ଅଧିକ ଆନନ୍ଦିତ ହେବ

ସେ ସେହିପରି ରହିଲେ

ଏଠାରେ: “ଅବିବାହିତ ରହିଲେ।”