Door43-Catalog_or_tn/1CO/06/12.md

1.6 KiB
Raw Blame History

“ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ଵାଧିନତା ଅଛି”

ଏଠାରେ: “କେତେକ କୁହନ୍ତି, ‘ସମସ୍ତ ବିଷୟ ମୁଁ କରିପାରେ’ ” ଅଥବା “ସମସ୍ତ ବିଷୟ କରିବା ନିମନ୍ତେ ମୁଁ ଅନୁମତି ପାଇଛି”

କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ

“କିନ୍ତୁ ସମସ୍ତ ବିଷୟ ମୋ ନିମନ୍ତେ ଉତ୍ତମ ନୁହେଁ”

ମୁଁ ସେ କୌଣସି ବିଷୟର ବଶୀଭୂତ ହେବି ନାହିଁ

ଏଠାରେ: “ଏହି ସମସ୍ତ ବିଷୟ ଏକ ସ୍ଵାମୀ ସଦୃଶ୍ୟ ମୋ ଉପରେ ପ୍ରଭୁତ୍ଵ କରିବ ନାହିଁ।”

“ଖାଦ୍ୟ ଉଦର ନିମନ୍ତେ, ପୁଣି ଉଦର ଖାଦ୍ୟ ନିମନ୍ତେ”

କିନ୍ତୁ ଈଶ୍ଵର ଉଭୟଙ୍କୁ ଲୋପ କରିବେ ଏଠାରେ: “କେତେକ କୁହନ୍ତି ‘ଖାଦ୍ୟ ଉଦର ନିମନ୍ତେ, ପୁଣି ଉଦର ଖାଦ୍ୟ ନିମନ୍ତେ, କିନ୍ତୁ ଈଶ୍ଵର ଉଭୟ ଉଦରକୁ ଓ ଖାଦ୍ୟକୁ ଲୋପ କରିବେ”।

ଉଦର

ଭୌତିକ ଶରୀର (ଦେଖନ୍ତୁ: ଉପଲକ୍ଷଣ)

ଲୋପ କରିବେ

“ନଷ୍ଟ କରିବେ”