# “ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ଵାଧିନତା ଅଛି” ଏଠାରେ: “କେତେକ କୁହନ୍ତି, ‘ସମସ୍ତ ବିଷୟ ମୁଁ କରିପାରେ’ ” ଅଥବା “ସମସ୍ତ ବିଷୟ କରିବା ନିମନ୍ତେ ମୁଁ ଅନୁମତି ପାଇଛି” # କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ “କିନ୍ତୁ ସମସ୍ତ ବିଷୟ ମୋ ନିମନ୍ତେ ଉତ୍ତମ ନୁହେଁ” # ମୁଁ ସେ କୌଣସି ବିଷୟର ବଶୀଭୂତ ହେବି ନାହିଁ ଏଠାରେ: “ଏହି ସମସ୍ତ ବିଷୟ ଏକ ସ୍ଵାମୀ ସଦୃଶ୍ୟ ମୋ ଉପରେ ପ୍ରଭୁତ୍ଵ କରିବ ନାହିଁ।” # “ଖାଦ୍ୟ ଉଦର ନିମନ୍ତେ, ପୁଣି ଉଦର ଖାଦ୍ୟ ନିମନ୍ତେ” କିନ୍ତୁ ଈଶ୍ଵର ଉଭୟଙ୍କୁ ଲୋପ କରିବେ ଏଠାରେ: “କେତେକ କୁହନ୍ତି ‘ଖାଦ୍ୟ ଉଦର ନିମନ୍ତେ, ପୁଣି ଉଦର ଖାଦ୍ୟ ନିମନ୍ତେ,’ କିନ୍ତୁ ଈଶ୍ଵର ଉଭୟ ଉଦରକୁ ଓ ଖାଦ୍ୟକୁ ଲୋପ କରିବେ”। # ଉଦର ଭୌତିକ ଶରୀର (ଦେଖନ୍ତୁ: ଉପଲକ୍ଷଣ) # ଲୋପ କରିବେ “ନଷ୍ଟ କରିବେ”