Door43-Catalog_or_tn/1CO/06/12.md

17 lines
1.6 KiB
Markdown
Raw Normal View History

2018-01-11 01:51:28 +00:00
# “ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ଵାଧିନତା ଅଛି”
ଏଠାରେ: “କେତେକ କୁହନ୍ତି, ‘ସମସ୍ତ ବିଷୟ ମୁଁ କରିପାରେ’ ” ଅଥବା “ସମସ୍ତ ବିଷୟ କରିବା ନିମନ୍ତେ ମୁଁ ଅନୁମତି ପାଇଛି”
# କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ
“କିନ୍ତୁ ସମସ୍ତ ବିଷୟ ମୋ ନିମନ୍ତେ ଉତ୍ତମ ନୁହେଁ”
# ମୁଁ ସେ କୌଣସି ବିଷୟର ବଶୀଭୂତ ହେବି ନାହିଁ
ଏଠାରେ: “ଏହି ସମସ୍ତ ବିଷୟ ଏକ ସ୍ଵାମୀ ସଦୃଶ୍ୟ ମୋ ଉପରେ ପ୍ରଭୁତ୍ଵ କରିବ ନାହିଁ।”
# “ଖାଦ୍ୟ ଉଦର ନିମନ୍ତେ, ପୁଣି ଉଦର ଖାଦ୍ୟ ନିମନ୍ତେ”
କିନ୍ତୁ ଈଶ୍ଵର ଉଭୟଙ୍କୁ ଲୋପ କରିବେ
ଏଠାରେ: “କେତେକ କୁହନ୍ତି ‘ଖାଦ୍ୟ ଉଦର ନିମନ୍ତେ, ପୁଣି ଉଦର ଖାଦ୍ୟ ନିମନ୍ତେ, କିନ୍ତୁ ଈଶ୍ଵର ଉଭୟ ଉଦରକୁ ଓ ଖାଦ୍ୟକୁ ଲୋପ କରିବେ”।
# ଉଦର
ଭୌତିକ ଶରୀର (ଦେଖନ୍ତୁ: ଉପଲକ୍ଷଣ)
# ଲୋପ କରିବେ
“ନଷ୍ଟ କରିବେ”