Door43-Catalog_or_tn/1CO/06/09.md

30 lines
3.0 KiB
Markdown

# ଏହା କି ତୁମ୍ଭେମାନେ ଜାଣ ନାହିଁ
ସେ ଗୁରୁତ୍ୱ ଦିଅନ୍ତି ଯେ ସେମାନେ ଏଥିପୁର୍ବରୁ ସେହି ସତ୍ୟକୁ ଜାଣନ୍ତି। ଏଠାରେ:
“ତୁମ୍ଭେମାନେ ଏଥିପୂର୍ବରୁ ତାହା ଜାଣିଛ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ଈଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ
ବିଚାର ସମୟରେ ଈଶ୍ଵର ସେମାନଙ୍କୁ ଧାର୍ମିକ ଭାବେ ବିଚାର କରିବେ ନାହିଁ ଏବଂ ସେମାନେ ଅନନ୍ତ ଜୀବନରେ ପ୍ରବେଶ କରିବେ ନାହିଁ।
# ପୁରୁଷ ବେଶ୍ୟା
ଏହା ଜଣେ ପୁରୁଷ ଯିଏ ଅନ୍ୟ ପୁରୁଷ ସହିତ ଅନୈତିକ କାର୍ଯ୍ୟ ନିମନ୍ତେ ଆପଣାକୁ ସମର୍ପଣ କରେ, ଏହା ଆବଶ୍ୟକ ନୁହେଁ ଯେ ସେ ଅନୈତିକ କାର୍ଯ୍ୟ ନିମନ୍ତେ ଅର୍ଥ ନିଏ।
# ଯେଉଁମାନେ ସମଲିଙ୍ଗ ଅନୈତିକ କାର୍ଯ୍ୟ ଅଭ୍ୟାସ କରନ୍ତି
ପୁରୁଷମାନେ ଯେଉଁମାନେ ଅନ୍ୟ ପୁରୁଷ ସହିତ ଅନୈତିକ କାର୍ଯ୍ୟ କରନ୍ତି।
# ଚୋର
“ଯିଏ ଅନ୍ୟଠାରୁ ଚୋରୀ କରେ” ଅଥବା “ଲୁଣ୍ଠନକାରୀ”
# ଲୋଭୀ
ଏଠାରେ: “ଲୋକେ ଯେଉଁମାନେ ଅତ୍ୟଧିକ ନିଅନ୍ତି ଯେପରି ଅନ୍ୟମାନେ ଯଥେଷ୍ଟ ନ ପାଆନ୍ତି”
# ପରଦ୍ରବ୍ୟ ଲୁଣ୍ଠନକାରୀ
ଏଠାରେ: “ଠକିବା ବ୍ୟକ୍ତି” କିମ୍ବା “ସେମାନଙ୍କ ଠାରେ ଭରସା କରୁଥିବା ଅନ୍ୟମାନଙ୍କ ଠାରୁ ଯେଉଁମାନେ ଚୋରୀ କରନ୍ତି ସେମାନେ ” (ୟୁଡିବି)
# ତୁମ୍ଭେମାନେ ଧୌତ ହୋଇଅଛ
ଈଶ୍ଵର ତୁମ୍ଭମାନଙ୍କୁ ଧୌତ କରିଅଛନ୍ତି (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ତୁମ୍ଭେମାନେ ପବିତ୍ରୀକୃତ ହୋଇଅଛ
ଈଶ୍ଵର ତୁମ୍ଭମାନଙ୍କୁ ପବିତ୍ର କରିଅଛନ୍ତି ବା ତୁମ୍ଭମାନଙ୍କୁ ପବିତ୍ର କଲେ (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୋଇଅଛ
ଈଶ୍ଵର ଆପଣା ସହିତ ତୁମ୍ଭମାନଙ୍କୁ ଧାର୍ମିକ କରିଅଛନ୍ତି (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)