Door43-Catalog_or_tn/1CO/06/09.md

3.0 KiB

ଏହା କି ତୁମ୍ଭେମାନେ ଜାଣ ନାହିଁ

ସେ ଗୁରୁତ୍ୱ ଦିଅନ୍ତି ଯେ ସେମାନେ ଏଥିପୁର୍ବରୁ ସେହି ସତ୍ୟକୁ ଜାଣନ୍ତି। ଏଠାରେ: “ତୁମ୍ଭେମାନେ ଏଥିପୂର୍ବରୁ ତାହା ଜାଣିଛ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଈଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ

ବିଚାର ସମୟରେ ଈଶ୍ଵର ସେମାନଙ୍କୁ ଧାର୍ମିକ ଭାବେ ବିଚାର କରିବେ ନାହିଁ ଏବଂ ସେମାନେ ଅନନ୍ତ ଜୀବନରେ ପ୍ରବେଶ କରିବେ ନାହିଁ।

ପୁରୁଷ ବେଶ୍ୟା

ଏହା ଜଣେ ପୁରୁଷ ଯିଏ ଅନ୍ୟ ପୁରୁଷ ସହିତ ଅନୈତିକ କାର୍ଯ୍ୟ ନିମନ୍ତେ ଆପଣାକୁ ସମର୍ପଣ କରେ, ଏହା ଆବଶ୍ୟକ ନୁହେଁ ଯେ ସେ ଅନୈତିକ କାର୍ଯ୍ୟ ନିମନ୍ତେ ଅର୍ଥ ନିଏ।

ଯେଉଁମାନେ ସମଲିଙ୍ଗ ଅନୈତିକ କାର୍ଯ୍ୟ ଅଭ୍ୟାସ କରନ୍ତି

ପୁରୁଷମାନେ ଯେଉଁମାନେ ଅନ୍ୟ ପୁରୁଷ ସହିତ ଅନୈତିକ କାର୍ଯ୍ୟ କରନ୍ତି।

ଚୋର

“ଯିଏ ଅନ୍ୟଠାରୁ ଚୋରୀ କରେ” ଅଥବା “ଲୁଣ୍ଠନକାରୀ”

ଲୋଭୀ

ଏଠାରେ: “ଲୋକେ ଯେଉଁମାନେ ଅତ୍ୟଧିକ ନିଅନ୍ତି ଯେପରି ଅନ୍ୟମାନେ ଯଥେଷ୍ଟ ନ ପାଆନ୍ତି”

ପରଦ୍ରବ୍ୟ ଲୁଣ୍ଠନକାରୀ

ଏଠାରେ: “ଠକିବା ବ୍ୟକ୍ତି” କିମ୍ବା “ସେମାନଙ୍କ ଠାରେ ଭରସା କରୁଥିବା ଅନ୍ୟମାନଙ୍କ ଠାରୁ ଯେଉଁମାନେ ଚୋରୀ କରନ୍ତି ସେମାନେ ” (ୟୁଡିବି)

ତୁମ୍ଭେମାନେ ଧୌତ ହୋଇଅଛ

ଈଶ୍ଵର ତୁମ୍ଭମାନଙ୍କୁ ଧୌତ କରିଅଛନ୍ତି (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ତୁମ୍ଭେମାନେ ପବିତ୍ରୀକୃତ ହୋଇଅଛ

ଈଶ୍ଵର ତୁମ୍ଭମାନଙ୍କୁ ପବିତ୍ର କରିଅଛନ୍ତି ବା ତୁମ୍ଭମାନଙ୍କୁ ପବିତ୍ର କଲେ (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୋଇଅଛ

ଈଶ୍ଵର ଆପଣା ସହିତ ତୁମ୍ଭମାନଙ୍କୁ ଧାର୍ମିକ କରିଅଛନ୍ତି (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)