# ଏହା କି ତୁମ୍ଭେମାନେ ଜାଣ ନାହିଁ ସେ ଗୁରୁତ୍ୱ ଦିଅନ୍ତି ଯେ ସେମାନେ ଏଥିପୁର୍ବରୁ ସେହି ସତ୍ୟକୁ ଜାଣନ୍ତି। ଏଠାରେ: “ତୁମ୍ଭେମାନେ ଏଥିପୂର୍ବରୁ ତାହା ଜାଣିଛ” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ଈଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ବିଚାର ସମୟରେ ଈଶ୍ଵର ସେମାନଙ୍କୁ ଧାର୍ମିକ ଭାବେ ବିଚାର କରିବେ ନାହିଁ ଏବଂ ସେମାନେ ଅନନ୍ତ ଜୀବନରେ ପ୍ରବେଶ କରିବେ ନାହିଁ। # ପୁରୁଷ ବେଶ୍ୟା ଏହା ଜଣେ ପୁରୁଷ ଯିଏ ଅନ୍ୟ ପୁରୁଷ ସହିତ ଅନୈତିକ କାର୍ଯ୍ୟ ନିମନ୍ତେ ଆପଣାକୁ ସମର୍ପଣ କରେ, ଏହା ଆବଶ୍ୟକ ନୁହେଁ ଯେ ସେ ଅନୈତିକ କାର୍ଯ୍ୟ ନିମନ୍ତେ ଅର୍ଥ ନିଏ। # ଯେଉଁମାନେ ସମଲିଙ୍ଗ ଅନୈତିକ କାର୍ଯ୍ୟ ଅଭ୍ୟାସ କରନ୍ତି ପୁରୁଷମାନେ ଯେଉଁମାନେ ଅନ୍ୟ ପୁରୁଷ ସହିତ ଅନୈତିକ କାର୍ଯ୍ୟ କରନ୍ତି। # ଚୋର “ଯିଏ ଅନ୍ୟଠାରୁ ଚୋରୀ କରେ” ଅଥବା “ଲୁଣ୍ଠନକାରୀ” # ଲୋଭୀ ଏଠାରେ: “ଲୋକେ ଯେଉଁମାନେ ଅତ୍ୟଧିକ ନିଅନ୍ତି ଯେପରି ଅନ୍ୟମାନେ ଯଥେଷ୍ଟ ନ ପାଆନ୍ତି” # ପରଦ୍ରବ୍ୟ ଲୁଣ୍ଠନକାରୀ ଏଠାରେ: “ଠକିବା ବ୍ୟକ୍ତି” କିମ୍ବା “ସେମାନଙ୍କ ଠାରେ ଭରସା କରୁଥିବା ଅନ୍ୟମାନଙ୍କ ଠାରୁ ଯେଉଁମାନେ ଚୋରୀ କରନ୍ତି ସେମାନେ ” (ୟୁଡିବି) # ତୁମ୍ଭେମାନେ ଧୌତ ହୋଇଅଛ ଈଶ୍ଵର ତୁମ୍ଭମାନଙ୍କୁ ଧୌତ କରିଅଛନ୍ତି (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) # ତୁମ୍ଭେମାନେ ପବିତ୍ରୀକୃତ ହୋଇଅଛ ଈଶ୍ଵର ତୁମ୍ଭମାନଙ୍କୁ ପବିତ୍ର କରିଅଛନ୍ତି ବା ତୁମ୍ଭମାନଙ୍କୁ ପବିତ୍ର କଲେ (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) # ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୋଇଅଛ ଈଶ୍ଵର ଆପଣା ସହିତ ତୁମ୍ଭମାନଙ୍କୁ ଧାର୍ମିକ କରିଅଛନ୍ତି (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)