Door43-Catalog_or_tn/1CO/05/09.md

1.9 KiB

ବ୍ୟଭିଚାରୀ ଲୋକ

ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସକୁ ଦାବି କରନ୍ତି କିନ୍ତୁ ଏହିପରି ଆଚାର ବ୍ୟବହାର କରନ୍ତି ସେମାନଙ୍କୁ ଦର୍ଶାଏ

ଏହି ଜଗତର ଅନୈତିକ ଲୋକ

ଯେଉଁମାନେ ବିଶ୍ଵାସୀ ନୁହନ୍ତି ସେହି ଲୋକମାନେ ଯେଉଁମାନେ ଅନୈତିକ ଜୀବନ ଶୈଳୀରେ ଜୀବନଯାପନ କରିବା ନିମନ୍ତେ ସ୍ଥିର କରିଅଛନ୍ତି।

ଲୋଭୀ

“ସେମାନେ ଯେଉଁମାନେ ଲୋଭୀ ଅଟନ୍ତି ” କିମ୍ବା “ସେମାନେ ଯେଉଁମାନେ ଅନ୍ୟମାନଙ୍କ ନିକଟରେ ଯାହା ଅଛି ସେହି ପ୍ରତ୍ୟେକ ବିଷୟକୁ ଚାହାନ୍ତି”

ଲୁଣ୍ଠନକାରୀ

ଏହାର ଅର୍ଥ ଯେଉଁ ଲୋକମାନେ “ଧନରାଶି ବା ସମ୍ପତ୍ତିକୁ ଠକନ୍ତି ବା ପ୍ରତାରଣା କରନ୍ତି।”

ସେମାନଙ୍କ ସହିତ ଆଦୌ ସମ୍ପର୍କ ରଖିବ ନାହିଁ, ତାହା ନୁହେଁ; ତାହାହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରି ଯିବାକୁ ପଡ଼ିବ

ଏହିପରି ବ୍ୟବହାର ଠାରୁ ମୁଁକ୍ତ ହେବା ନିମନ୍ତେ ଏହି ଜଗତରେ କୌଣସି ସ୍ଥାନ ନାହିଁ। ଏଠାରେ: “ସେମାନଙ୍କ ଠାରୁ ଅଲଗା ରହିବାକୁ ହେଲେ ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କରିବାକୁ ହେବ। ”