# ବ୍ୟଭିଚାରୀ ଲୋକ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସକୁ ଦାବି କରନ୍ତି କିନ୍ତୁ ଏହିପରି ଆଚାର ବ୍ୟବହାର କରନ୍ତି ସେମାନଙ୍କୁ ଦର୍ଶାଏ # ଏହି ଜଗତର ଅନୈତିକ ଲୋକ ଯେଉଁମାନେ ବିଶ୍ଵାସୀ ନୁହନ୍ତି ସେହି ଲୋକମାନେ ଯେଉଁମାନେ ଅନୈତିକ ଜୀବନ ଶୈଳୀରେ ଜୀବନଯାପନ କରିବା ନିମନ୍ତେ ସ୍ଥିର କରିଅଛନ୍ତି। # ଲୋଭୀ “ସେମାନେ ଯେଉଁମାନେ ଲୋଭୀ ଅଟନ୍ତି ” କିମ୍ବା “ସେମାନେ ଯେଉଁମାନେ ଅନ୍ୟମାନଙ୍କ ନିକଟରେ ଯାହା ଅଛି ସେହି ପ୍ରତ୍ୟେକ ବିଷୟକୁ ଚାହାନ୍ତି” # ଲୁଣ୍ଠନକାରୀ ଏହାର ଅର୍ଥ ଯେଉଁ ଲୋକମାନେ “ଧନରାଶି ବା ସମ୍ପତ୍ତିକୁ ଠକନ୍ତି ବା ପ୍ରତାରଣା କରନ୍ତି।” # ସେମାନଙ୍କ ସହିତ ଆଦୌ ସମ୍ପର୍କ ରଖିବ ନାହିଁ, ତାହା ନୁହେଁ; ତାହାହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରି ଯିବାକୁ ପଡ଼ିବ ଏହିପରି ବ୍ୟବହାର ଠାରୁ ମୁଁକ୍ତ ହେବା ନିମନ୍ତେ ଏହି ଜଗତରେ କୌଣସି ସ୍ଥାନ ନାହିଁ। ଏଠାରେ: “ସେମାନଙ୍କ ଠାରୁ ଅଲଗା ରହିବାକୁ ହେଲେ ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କରିବାକୁ ହେବ। ”