Door43-Catalog_or_tn/1CO/05/09.md

14 lines
1.9 KiB
Markdown
Raw Normal View History

2018-01-11 01:51:28 +00:00
# ବ୍ୟଭିଚାରୀ ଲୋକ
ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସକୁ ଦାବି କରନ୍ତି କିନ୍ତୁ ଏହିପରି ଆଚାର ବ୍ୟବହାର କରନ୍ତି ସେମାନଙ୍କୁ ଦର୍ଶାଏ
# ଏହି ଜଗତର ଅନୈତିକ ଲୋକ
ଯେଉଁମାନେ ବିଶ୍ଵାସୀ ନୁହନ୍ତି ସେହି ଲୋକମାନେ ଯେଉଁମାନେ ଅନୈତିକ ଜୀବନ ଶୈଳୀରେ ଜୀବନଯାପନ କରିବା ନିମନ୍ତେ ସ୍ଥିର କରିଅଛନ୍ତି।
# ଲୋଭୀ
“ସେମାନେ ଯେଉଁମାନେ ଲୋଭୀ ଅଟନ୍ତି ” କିମ୍ବା “ସେମାନେ ଯେଉଁମାନେ ଅନ୍ୟମାନଙ୍କ ନିକଟରେ ଯାହା ଅଛି ସେହି ପ୍ରତ୍ୟେକ ବିଷୟକୁ ଚାହାନ୍ତି”
# ଲୁଣ୍ଠନକାରୀ
ଏହାର ଅର୍ଥ ଯେଉଁ ଲୋକମାନେ “ଧନରାଶି ବା ସମ୍ପତ୍ତିକୁ ଠକନ୍ତି ବା ପ୍ରତାରଣା କରନ୍ତି।”
# ସେମାନଙ୍କ ସହିତ ଆଦୌ ସମ୍ପର୍କ ରଖିବ ନାହିଁ, ତାହା ନୁହେଁ; ତାହାହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରି ଯିବାକୁ ପଡ଼ିବ
ଏହିପରି ବ୍ୟବହାର ଠାରୁ ମୁଁକ୍ତ ହେବା ନିମନ୍ତେ ଏହି ଜଗତରେ କୌଣସି ସ୍ଥାନ ନାହିଁ। ଏଠାରେ: “ସେମାନଙ୍କ ଠାରୁ ଅଲଗା ରହିବାକୁ ହେଲେ ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କରିବାକୁ ହେବ। ”