Door43-Catalog_or_tn/1CO/05/03.md

17 lines
1.8 KiB
Markdown

# ଆତ୍ମାରେ ଉପସ୍ଥିତ
ପାଉଲ ତାହାଙ୍କ ଭାବନାରେ ସେମାନଙ୍କ ସହିତ ଉପସ୍ଥିତ ଅଛନ୍ତି। “ମୁଁ ମୋହର ମନୋଭାବନାରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଅଛି”।
# ମୁଁ ତାହାର ବିଚାର କରିସାରିଛି
“ମୁଁ ଏହି ବ୍ୟକ୍ତିକୁ ଦୋଷୀ ପାଇଅଛି”
# ଅନ୍ୟମାନଙ୍କ ସହିତ ଏକତ୍ର ହେବା
“ସମବେତ ହେବା”
# ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମରେ
ଯୀଶୁ ଖ୍ରୀଷ୍ଟଙ୍କୁ ଉପାସନା ନିମନ୍ତେ ଆସନ୍ତା ସମବେତକୁ ଏକ ରୁଢ଼ିପ୍ରୟୋଗାତ୍ମକ(ଭାବ ଭଙ୍ଗୀ ଅନୁରୂପ) ଭାବେ ବ୍ୟକ୍ତ କରାଯାଇଛି। (ଦେଖନ୍ତୁ: ରୁଢ଼ିପ୍ରୟୋଗ)
# ଏପରି ଲୋକକୁ ଶୟତାନର ହସ୍ତରେ ସମର୍ପଣ କର
ଏହା ଦର୍ଶାଏ ଯେ, ଈଶ୍ଵରଙ୍କ ଲୋକମାନଙ୍କ ମଧ୍ୟରୁ ଏହି ମନୁଷ୍ୟକୁ ବଳପୂର୍ବକ ବହିଷ୍କାର କର, ତେଣୁ ଯେପରି ସେ, ମଣ୍ଡଳୀ ବାହାରେ ଜଗତରେ, ଯାହା ଶୟତାନର ରାଜ୍ୟ ଅଟେ, ବାସ କରିବ।
# ଶରୀରର ବିନାଶ ନିମନ୍ତେ
ତାହା ସଦୃଶ ଏହି ମନୁଷ୍ୟ ଶାରୀରିକ ଅସୁସ୍ଥ ହେବ ଯେପରି ତାହାର ପାପ ନିମନ୍ତେ ଈଶ୍ଵର ତାହାକୁ ଶାସନ କରନ୍ତି।