Door43-Catalog_or_tn/1CO/05/03.md

1.8 KiB

ଆତ୍ମାରେ ଉପସ୍ଥିତ

ପାଉଲ ତାହାଙ୍କ ଭାବନାରେ ସେମାନଙ୍କ ସହିତ ଉପସ୍ଥିତ ଅଛନ୍ତି। “ମୁଁ ମୋହର ମନୋଭାବନାରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଅଛି”।

ମୁଁ ତାହାର ବିଚାର କରିସାରିଛି

“ମୁଁ ଏହି ବ୍ୟକ୍ତିକୁ ଦୋଷୀ ପାଇଅଛି”

ଅନ୍ୟମାନଙ୍କ ସହିତ ଏକତ୍ର ହେବା

“ସମବେତ ହେବା”

ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମରେ

ଯୀଶୁ ଖ୍ରୀଷ୍ଟଙ୍କୁ ଉପାସନା ନିମନ୍ତେ ଆସନ୍ତା ସମବେତକୁ ଏକ ରୁଢ଼ିପ୍ରୟୋଗାତ୍ମକ(ଭାବ ଭଙ୍ଗୀ ଅନୁରୂପ) ଭାବେ ବ୍ୟକ୍ତ କରାଯାଇଛି। (ଦେଖନ୍ତୁ: ରୁଢ଼ିପ୍ରୟୋଗ)

ଏପରି ଲୋକକୁ ଶୟତାନର ହସ୍ତରେ ସମର୍ପଣ କର

ଏହା ଦର୍ଶାଏ ଯେ, ଈଶ୍ଵରଙ୍କ ଲୋକମାନଙ୍କ ମଧ୍ୟରୁ ଏହି ମନୁଷ୍ୟକୁ ବଳପୂର୍ବକ ବହିଷ୍କାର କର, ତେଣୁ ଯେପରି ସେ, ମଣ୍ଡଳୀ ବାହାରେ ଜଗତରେ, ଯାହା ଶୟତାନର ରାଜ୍ୟ ଅଟେ, ବାସ କରିବ।

ଶରୀରର ବିନାଶ ନିମନ୍ତେ

ତାହା ସଦୃଶ ଏହି ମନୁଷ୍ୟ ଶାରୀରିକ ଅସୁସ୍ଥ ହେବ ଯେପରି ତାହାର ପାପ ନିମନ୍ତେ ଈଶ୍ଵର ତାହାକୁ ଶାସନ କରନ୍ତି।