# ଆତ୍ମାରେ ଉପସ୍ଥିତ ପାଉଲ ତାହାଙ୍କ ଭାବନାରେ ସେମାନଙ୍କ ସହିତ ଉପସ୍ଥିତ ଅଛନ୍ତି। “ମୁଁ ମୋହର ମନୋଭାବନାରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଅଛି”। # ମୁଁ ତାହାର ବିଚାର କରିସାରିଛି “ମୁଁ ଏହି ବ୍ୟକ୍ତିକୁ ଦୋଷୀ ପାଇଅଛି” # ଅନ୍ୟମାନଙ୍କ ସହିତ ଏକତ୍ର ହେବା “ସମବେତ ହେବା” # ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମରେ ଯୀଶୁ ଖ୍ରୀଷ୍ଟଙ୍କୁ ଉପାସନା ନିମନ୍ତେ ଆସନ୍ତା ସମବେତକୁ ଏକ ରୁଢ଼ିପ୍ରୟୋଗାତ୍ମକ(ଭାବ ଭଙ୍ଗୀ ଅନୁରୂପ) ଭାବେ ବ୍ୟକ୍ତ କରାଯାଇଛି। (ଦେଖନ୍ତୁ: ରୁଢ଼ିପ୍ରୟୋଗ) # ଏପରି ଲୋକକୁ ଶୟତାନର ହସ୍ତରେ ସମର୍ପଣ କର ଏହା ଦର୍ଶାଏ ଯେ, ଈଶ୍ଵରଙ୍କ ଲୋକମାନଙ୍କ ମଧ୍ୟରୁ ଏହି ମନୁଷ୍ୟକୁ ବଳପୂର୍ବକ ବହିଷ୍କାର କର, ତେଣୁ ଯେପରି ସେ, ମଣ୍ଡଳୀ ବାହାରେ ଜଗତରେ, ଯାହା ଶୟତାନର ରାଜ୍ୟ ଅଟେ, ବାସ କରିବ। # ଶରୀରର ବିନାଶ ନିମନ୍ତେ ତାହା ସଦୃଶ ଏହି ମନୁଷ୍ୟ ଶାରୀରିକ ଅସୁସ୍ଥ ହେବ ଯେପରି ତାହାର ପାପ ନିମନ୍ତେ ଈଶ୍ଵର ତାହାକୁ ଶାସନ କରନ୍ତି।