Door43-Catalog_or_tn/1CO/02/03.md

876 B
Raw Blame History

ତୁମ୍ଭମାନଙ୍କ ମଧ୍ୟରେ ରହୁଥିଲି

“ମୁଁ ତୁମ୍ଭମାନଙ୍କ ସହିତ ସାକ୍ଷାତ କରୁଥିଲି”

ଦୁର୍ବଳତାରେ

ସମ୍ଭାବନା ଅର୍ଥ ଗୁଡିକ ହେଲା: ୧) “ଶାରୀରିକ ଦୁର୍ବଳତା” (ଦେଖନ୍ତୁ ୟୁଡିବି) ଅଥବା ) “ଅପ୍ରଚୁରତା ଭାବ”

ପ୍ରବର୍ତ୍ତାଇବା ନିମନ୍ତେ ସମର୍ଥ

ନିର୍ଦ୍ଧିଷ୍ଟ ବ୍ୟକ୍ତିମାନଙ୍କୁ କିଛି କରିବାକୁ ସକ୍ଷମ କରାଇବା ବା କିଛି ବିଶ୍ଵାସ କରିବା ।

ସେମାନେ

ପାଉଲଙ୍କ ବାର୍ତ୍ତା ଏବଂ ସୁସମଚାରର ଘୋଷଣା।