Door43-Catalog_or_tn/1CO/02/03.md

11 lines
876 B
Markdown
Raw Normal View History

2018-01-11 01:51:28 +00:00
# ତୁମ୍ଭମାନଙ୍କ ମଧ୍ୟରେ ରହୁଥିଲି
“ମୁଁ ତୁମ୍ଭମାନଙ୍କ ସହିତ ସାକ୍ଷାତ କରୁଥିଲି”
# ଦୁର୍ବଳତାରେ
ସମ୍ଭାବନା ଅର୍ଥ ଗୁଡିକ ହେଲା: ୧) “ଶାରୀରିକ ଦୁର୍ବଳତା” (ଦେଖନ୍ତୁ ୟୁଡିବି) ଅଥବା ) “ଅପ୍ରଚୁରତା ଭାବ”
# ପ୍ରବର୍ତ୍ତାଇବା ନିମନ୍ତେ ସମର୍ଥ
ନିର୍ଦ୍ଧିଷ୍ଟ ବ୍ୟକ୍ତିମାନଙ୍କୁ କିଛି କରିବାକୁ ସକ୍ଷମ କରାଇବା ବା କିଛି ବିଶ୍ଵାସ କରିବା ।
# ସେମାନେ
ପାଉଲଙ୍କ ବାର୍ତ୍ତା ଏବଂ ସୁସମଚାରର ଘୋଷଣା।