# ତୁମ୍ଭମାନଙ୍କ ମଧ୍ୟରେ ରହୁଥିଲି “ମୁଁ ତୁମ୍ଭମାନଙ୍କ ସହିତ ସାକ୍ଷାତ କରୁଥିଲି” # ଦୁର୍ବଳତାରେ ସମ୍ଭାବନା ଅର୍ଥ ଗୁଡିକ ହେଲା: ୧) “ଶାରୀରିକ ଦୁର୍ବଳତା” (ଦେଖନ୍ତୁ ୟୁଡିବି) ଅଥବା ୨) “ଅପ୍ରଚୁରତା ଭାବ” # ପ୍ରବର୍ତ୍ତାଇବା ନିମନ୍ତେ ସମର୍ଥ ନିର୍ଦ୍ଧିଷ୍ଟ ବ୍ୟକ୍ତିମାନଙ୍କୁ କିଛି କରିବାକୁ ସକ୍ଷମ କରାଇବା ବା କିଛି ବିଶ୍ଵାସ କରିବା । # ସେମାନେ ପାଉଲଙ୍କ ବାର୍ତ୍ତା ଏବଂ ସୁସମଚାରର ଘୋଷଣା।