Door43-Catalog_or_tn/1CO/01/28.md

14 lines
1.3 KiB
Markdown

# ଯାହା ନୀଚ ଏବଂ ତୁଚ୍ଛ ଅଟେ
ଏହି ଲୋକମାନେ ଯାହାଙ୍କୁ ଜଗତ ଅଗ୍ରାହ୍ୟ କରେ। ଏଠାରେ: “ଲୋକେ ଯେଉଁମାନେ ନମ୍ର ଏବଂ ଅଗ୍ରାହ୍ୟ ଅଟନ୍ତି।”
# ଯାହା ନଗଣ୍ୟ ବିଷୟ ଅଟେ ତାହା
“ଯାହାକୁ ଲୋକେ ସାଧାରଣତଃ ମୂଲ୍ୟହୀନ ବୋଲି ବିବେଚନା କରନ୍ତି ” (ଦେଖନ୍ତୁ: ପ୍ରତ୍ୟକ୍ଷ/ପରୋକ୍ଷ)
# ବ୍ୟର୍ଥ କରିବା ନିମନ୍ତେ
“ପ୍ରାଧାନ୍ୟକୁ ବାଦ ଦେବା”
# ବିଷୟଗୁଡିକ ଯାହା ମୂଲ୍ୟବାନ ଧରାଯାଏ
“ବିଷୟଗୁଡିକ ଯାହା ଲୋକେ ସାଧାରଣତଃ ମୂଲ୍ୟବାନ ବୋଲି ବିବେଚନା କରନ୍ତି” କିମ୍ବା “ଲୋକଙ୍କ ଚିନ୍ତା ଧନରାଶି ତୁଲ୍ୟ କିମ୍ବା ସମ୍ମାନ ତୁଲ୍ୟ ବିଷୟଗୁଡିକ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ସେ ଏହା କଲେ
“ଈଶ୍ଵର ଏହା କଲେ”