# ଯାହା ନୀଚ ଏବଂ ତୁଚ୍ଛ ଅଟେ ଏହି ଲୋକମାନେ ଯାହାଙ୍କୁ ଜଗତ ଅଗ୍ରାହ୍ୟ କରେ। ଏଠାରେ: “ଲୋକେ ଯେଉଁମାନେ ନମ୍ର ଏବଂ ଅଗ୍ରାହ୍ୟ ଅଟନ୍ତି।” # ଯାହା ନଗଣ୍ୟ ବିଷୟ ଅଟେ ତାହା “ଯାହାକୁ ଲୋକେ ସାଧାରଣତଃ ମୂଲ୍ୟହୀନ ବୋଲି ବିବେଚନା କରନ୍ତି ” (ଦେଖନ୍ତୁ: ପ୍ରତ୍ୟକ୍ଷ/ପରୋକ୍ଷ) # ବ୍ୟର୍ଥ କରିବା ନିମନ୍ତେ “ପ୍ରାଧାନ୍ୟକୁ ବାଦ ଦେବା” # ବିଷୟଗୁଡିକ ଯାହା ମୂଲ୍ୟବାନ ଧରାଯାଏ “ବିଷୟଗୁଡିକ ଯାହା ଲୋକେ ସାଧାରଣତଃ ମୂଲ୍ୟବାନ ବୋଲି ବିବେଚନା କରନ୍ତି” କିମ୍ବା “ଲୋକଙ୍କ ଚିନ୍ତା ଧନରାଶି ତୁଲ୍ୟ କିମ୍ବା ସମ୍ମାନ ତୁଲ୍ୟ ବିଷୟଗୁଡିକ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) # ସେ ଏହା କଲେ “ଈଶ୍ଵର ଏହା କଲେ”