Door43-Catalog_or_tn/1CO/01/28.md

1.3 KiB

ଯାହା ନୀଚ ଏବଂ ତୁଚ୍ଛ ଅଟେ

ଏହି ଲୋକମାନେ ଯାହାଙ୍କୁ ଜଗତ ଅଗ୍ରାହ୍ୟ କରେ। ଏଠାରେ: “ଲୋକେ ଯେଉଁମାନେ ନମ୍ର ଏବଂ ଅଗ୍ରାହ୍ୟ ଅଟନ୍ତି।”

ଯାହା ନଗଣ୍ୟ ବିଷୟ ଅଟେ ତାହା

“ଯାହାକୁ ଲୋକେ ସାଧାରଣତଃ ମୂଲ୍ୟହୀନ ବୋଲି ବିବେଚନା କରନ୍ତି ” (ଦେଖନ୍ତୁ: ପ୍ରତ୍ୟକ୍ଷ/ପରୋକ୍ଷ)

ବ୍ୟର୍ଥ କରିବା ନିମନ୍ତେ

“ପ୍ରାଧାନ୍ୟକୁ ବାଦ ଦେବା”

ବିଷୟଗୁଡିକ ଯାହା ମୂଲ୍ୟବାନ ଧରାଯାଏ

“ବିଷୟଗୁଡିକ ଯାହା ଲୋକେ ସାଧାରଣତଃ ମୂଲ୍ୟବାନ ବୋଲି ବିବେଚନା କରନ୍ତି” କିମ୍ବା “ଲୋକଙ୍କ ଚିନ୍ତା ଧନରାଶି ତୁଲ୍ୟ କିମ୍ବା ସମ୍ମାନ ତୁଲ୍ୟ ବିଷୟଗୁଡିକ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେ ଏହା କଲେ

“ଈଶ୍ଵର ଏହା କଲେ”