Door43-Catalog_or_tn/1CO/01/17.md

896 B

ବାପ୍ତିସ୍ମ ଦେବା ନିମନ୍ତେ ଖ୍ରୀଷ୍ଟ ମୋତେ ପ୍ରେରଣ କଲେ ନାହିଁ

ଏହାର ଅର୍ଥ ବାପ୍ତିସ୍ମ ଦେବା ପାଉଲଙ୍କ ସେବାକାର୍ଯ୍ୟର ପ୍ରାଥମିକ ଲକ୍ଷ୍ୟ ନ ଥିଲା।

ମାନବ ଜ୍ଞାନର ବାକ୍ୟ ଗୁଡିକ

“କେବଳ ମାନବ ଜ୍ଞାନର ବାକ୍ୟ ଗୁଡିକ”

ଖ୍ରୀଷ୍ଟଙ୍କ କୃଶର ଶକ୍ତିକୁ ଶୂନ୍ୟ କରିବା ଉଚିତ ନୁହେଁ

ଏଠାରେ: “ମନୁଷ୍ୟର ଜ୍ଞାନ ଖ୍ରୀଷ୍ଟଙ୍କ କୃଶର ଶକ୍ତିକୁ ଶୂନ୍ୟ କରିବା ଉଚିତ ନୁହେଁ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)