# ବାପ୍ତିସ୍ମ ଦେବା ନିମନ୍ତେ ଖ୍ରୀଷ୍ଟ ମୋତେ ପ୍ରେରଣ କଲେ ନାହିଁ ଏହାର ଅର୍ଥ ବାପ୍ତିସ୍ମ ଦେବା ପାଉଲଙ୍କ ସେବାକାର୍ଯ୍ୟର ପ୍ରାଥମିକ ଲକ୍ଷ୍ୟ ନ ଥିଲା। # ମାନବ ଜ୍ଞାନର ବାକ୍ୟ ଗୁଡିକ “କେବଳ ମାନବ ଜ୍ଞାନର ବାକ୍ୟ ଗୁଡିକ” # ଖ୍ରୀଷ୍ଟଙ୍କ କୃଶର ଶକ୍ତିକୁ ଶୂନ୍ୟ କରିବା ଉଚିତ ନୁହେଁ ଏଠାରେ: “ମନୁଷ୍ୟର ଜ୍ଞାନ ଖ୍ରୀଷ୍ଟଙ୍କ କୃଶର ଶକ୍ତିକୁ ଶୂନ୍ୟ କରିବା ଉଚିତ ନୁହେଁ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)