8 lines
896 B
Markdown
8 lines
896 B
Markdown
|
# ବାପ୍ତିସ୍ମ ଦେବା ନିମନ୍ତେ ଖ୍ରୀଷ୍ଟ ମୋତେ ପ୍ରେରଣ କଲେ ନାହିଁ
|
||
|
ଏହାର ଅର୍ଥ ବାପ୍ତିସ୍ମ ଦେବା ପାଉଲଙ୍କ ସେବାକାର୍ଯ୍ୟର ପ୍ରାଥମିକ ଲକ୍ଷ୍ୟ ନ ଥିଲା।
|
||
|
|
||
|
# ମାନବ ଜ୍ଞାନର ବାକ୍ୟ ଗୁଡିକ
|
||
|
“କେବଳ ମାନବ ଜ୍ଞାନର ବାକ୍ୟ ଗୁଡିକ”
|
||
|
|
||
|
# ଖ୍ରୀଷ୍ଟଙ୍କ କୃଶର ଶକ୍ତିକୁ ଶୂନ୍ୟ କରିବା ଉଚିତ ନୁହେଁ
|
||
|
ଏଠାରେ: “ମନୁଷ୍ୟର ଜ୍ଞାନ ଖ୍ରୀଷ୍ଟଙ୍କ କୃଶର ଶକ୍ତିକୁ ଶୂନ୍ୟ କରିବା ଉଚିତ ନୁହେଁ।” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)
|