Door43-Catalog_or_tn/1CO/01/10.md

14 lines
1.3 KiB
Markdown

# ଯେପରି ତୁମ୍ଭେମାନେ ସମସ୍ତେ ଏକମତ
“ଯେପରି ତୁମ୍ଭେମାନେ ପରସ୍ପର ସହିତ ଐକ୍ୟବଦ୍ଧ ହୋଇ ଜୀବନଯାପନ କର”
# ଯେପରି ତୁମ୍ଭେମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ
ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଅନ୍ୟାନ୍ୟ ଦଳରେ ବିଭକ୍ତ କର ନାହିଁ।
# ଏକ ମନରେ ଏବଂ ଏକ ଉଦ୍ଦେଶ୍ୟରେ ଏକତ୍ର ସମ୍ମିଳିତ ହୁଅ
“ଐକ୍ୟତାରେ ଜୀବନଯାପନ କର”
# ଖ୍ଲୋୟୀଙ୍କ ଲୋକମାନେ
ପରିବାରର ସଦସ୍ୟମାନେ, ଦାସମାନେ ଏବଂ ଅନ୍ୟମାନେ ଯେଉଁମାନେ ପରିବାରଭୁକ୍ତ ଅଟନ୍ତି, ଯେଉଁଠାରେ ଖ୍ଲୋୟୀ, ଏକ ମହିଳା, ମୁଁଖିଆ ଅଟନ୍ତି।
# ତୁମ୍ଭମାନଙ୍କ ମଧ୍ୟରେ ଛୋଟ ଛୋଟ ଦଳଭେଦ ହେଉଅଛି
“ତୁମ୍ଭେମାନେ ଯେଉଁ ଦଳଗୁଡିକ ଅଛ ଯେଉଁଠାରେ ପରସ୍ପର ସହିତ କଳହ ହୁଏ”