Door43-Catalog_or_tn/1CO/01/10.md

1.3 KiB

ଯେପରି ତୁମ୍ଭେମାନେ ସମସ୍ତେ ଏକମତ

“ଯେପରି ତୁମ୍ଭେମାନେ ପରସ୍ପର ସହିତ ଐକ୍ୟବଦ୍ଧ ହୋଇ ଜୀବନଯାପନ କର”

ଯେପରି ତୁମ୍ଭେମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ

ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଅନ୍ୟାନ୍ୟ ଦଳରେ ବିଭକ୍ତ କର ନାହିଁ।

ଏକ ମନରେ ଏବଂ ଏକ ଉଦ୍ଦେଶ୍ୟରେ ଏକତ୍ର ସମ୍ମିଳିତ ହୁଅ

“ଐକ୍ୟତାରେ ଜୀବନଯାପନ କର”

ଖ୍ଲୋୟୀଙ୍କ ଲୋକମାନେ

ପରିବାରର ସଦସ୍ୟମାନେ, ଦାସମାନେ ଏବଂ ଅନ୍ୟମାନେ ଯେଉଁମାନେ ପରିବାରଭୁକ୍ତ ଅଟନ୍ତି, ଯେଉଁଠାରେ ଖ୍ଲୋୟୀ, ଏକ ମହିଳା, ମୁଁଖିଆ ଅଟନ୍ତି।

ତୁମ୍ଭମାନଙ୍କ ମଧ୍ୟରେ ଛୋଟ ଛୋଟ ଦଳଭେଦ ହେଉଅଛି

“ତୁମ୍ଭେମାନେ ଯେଉଁ ଦଳଗୁଡିକ ଅଛ ଯେଉଁଠାରେ ପରସ୍ପର ସହିତ କଳହ ହୁଏ”