# ଯେପରି ତୁମ୍ଭେମାନେ ସମସ୍ତେ ଏକମତ “ଯେପରି ତୁମ୍ଭେମାନେ ପରସ୍ପର ସହିତ ଐକ୍ୟବଦ୍ଧ ହୋଇ ଜୀବନଯାପନ କର” # ଯେପରି ତୁମ୍ଭେମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଅନ୍ୟାନ୍ୟ ଦଳରେ ବିଭକ୍ତ କର ନାହିଁ। # ଏକ ମନରେ ଏବଂ ଏକ ଉଦ୍ଦେଶ୍ୟରେ ଏକତ୍ର ସମ୍ମିଳିତ ହୁଅ “ଐକ୍ୟତାରେ ଜୀବନଯାପନ କର” # ଖ୍ଲୋୟୀଙ୍କ ଲୋକମାନେ ପରିବାରର ସଦସ୍ୟମାନେ, ଦାସମାନେ ଏବଂ ଅନ୍ୟମାନେ ଯେଉଁମାନେ ପରିବାରଭୁକ୍ତ ଅଟନ୍ତି, ଯେଉଁଠାରେ ଖ୍ଲୋୟୀ, ଏକ ମହିଳା, ମୁଁଖିଆ ଅଟନ୍ତି। # ତୁମ୍ଭମାନଙ୍କ ମଧ୍ୟରେ ଛୋଟ ଛୋଟ ଦଳଭେଦ ହେଉଅଛି “ତୁମ୍ଭେମାନେ ଯେଉଁ ଦଳଗୁଡିକ ଅଛ ଯେଉଁଠାରେ ପରସ୍ପର ସହିତ କଳହ ହୁଏ”