Door43-Catalog_or_tn/JAS/05/09.md

29 lines
2.8 KiB
Markdown

ପାଉଲଙ୍କ ଶ୍ରୋତାମାନେ ଉଦ୍‌ବୋଧନ ଦେଲେ ଧନୀ ଯିହୂଦୀମାନଙ୍କରୁ ସମସ୍ତ ଯିହୂଦୀ ବିଶ୍ୱାସୀମାନେ ହେଲେ |
# ବଚସା କର ନାହିଁ, ଭାଇମାନେ…ତୁମ୍ଭେମାନେ
ପାଉଲ ସମସ୍ତ ଯିହୂଦୀ ବିଶ୍ୱାସୀମାନଙ୍କ ନିକଟକୁ ଫେରି ଲେଖୁଛନ୍ତି |
# ପରସ୍ପର ବିରୁଦ୍ଧରେ
“ପ୍ରତ୍ୟେକ ପ୍ରତ୍ୟେକଙ୍କ ବିଷୟରେ”
# ତୁମ୍ଭେମାନେ ବିଚାର କରିବ ନାହିଁ
ଗୋଟିଏ ପ୍ରତ୍ୟକ୍ଷ ବାକ୍ୟାଂଶ ସହ ଅନୁବାଦ କରିପାର : “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ବିଚାର କରିବେ ନାହିଁ ”| (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି
ଯାକୁଵ ତୁଳନା କରନ୍ତି ଯୀଶୁ, ବିଚାରକର୍ତ୍ତା ବ୍ୟକ୍ତି ଜଣଙ୍କ ବିଷୟରେ ଦ୍ୱାର ନିକଟରେ ଚାଲିବାକୁ ଯାଉଅଛନ୍ତି କିପରି ଯୀଶୁ ପୃଥିବୀ ଉପରେ ବିଚାର କରିବାକୁ ଶୀଘ୍ର ଫେରିବେ ଗୁରୁତ୍ତ୍ୱ ଦିଅନ୍ତି | ଏହିଭଳି ଅନୁବାଦ କରିପାର “ଶୀଘ୍ର ଆସୁଅଛନ୍ତି” (ଦେଖ: ତୁଳନାତ୍ମକ)
# ଭାବବାଦୀମାନଙ୍କର କ୍ଲେଶ ଏବଂ ଧୈର୍ଯ୍ୟ
“ଭାବବାଦୀମାନଙ୍କ ଧୈର୍ଯ୍ୟସହ କ୍ଲେଶ ଭୋଗ କଲେ ”
# ପ୍ରଭୁଙ୍କ ନାମରେ କହିଲେ
“ ପ୍ରଭୁଙ୍କ ନିମନ୍ତେ ଲୋକଙ୍କୁ କହିଲେ ”
# ଦେଖ
“ ଦେଖ” ଶବ୍ଦଟି ଏଠାରେ କଣ ଅନୁକରଣ କରିବା ପାଇଁ ଗୁରୁତ୍ତ୍ୱ ଦେଇ ଯୋଗ କରନ୍ତି | ଏହିଭଳି ଅନୁବାଦ କରିପାର
“ଧ୍ୟାନଦେଇ ଶୁଣ ” ବା “ସ୍ମରଣ କର”
# ଯେଉଁମାନେ ସହିଷ୍ଣୁ ଅଟନ୍ତି
“ଯେଉଁମାନେ ସହ୍ୟ କରନ୍ତି ”ବା ଯେଉଁମାନେ କଷ୍ଟ ମଧ୍ୟ ଦେଇ ଯାଆନ୍ତି
# ପ୍ରଭୁ ଦୟାରେ ପରିପୂର୍ଣ୍ଣ ଏବଂ କୃପାବାନ ଅଟନ୍ତି
“ପ୍ରଭୁ ସର୍ବଦା ଦୟା ଏବଂ କୃପା ଦେଖାନ୍ତି ”