ପାଉଲଙ୍କ ଶ୍ରୋତାମାନେ ଉଦ୍‌ବୋଧନ ଦେଲେ ଧନୀ ଯିହୂଦୀମାନଙ୍କରୁ ସମସ୍ତ ଯିହୂଦୀ ବିଶ୍ୱାସୀମାନେ ହେଲେ | # ବଚସା କର ନାହିଁ, ଭାଇମାନେ…ତୁମ୍ଭେମାନେ ପାଉଲ ସମସ୍ତ ଯିହୂଦୀ ବିଶ୍ୱାସୀମାନଙ୍କ ନିକଟକୁ ଫେରି ଲେଖୁଛନ୍ତି | # ପରସ୍ପର ବିରୁଦ୍ଧରେ “ପ୍ରତ୍ୟେକ ପ୍ରତ୍ୟେକଙ୍କ ବିଷୟରେ” # ତୁମ୍ଭେମାନେ ବିଚାର କରିବ ନାହିଁ ଗୋଟିଏ ପ୍ରତ୍ୟକ୍ଷ ବାକ୍ୟାଂଶ ସହ ଅନୁବାଦ କରିପାର : “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ବିଚାର କରିବେ ନାହିଁ ”| (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ) # ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି ଯାକୁଵ ତୁଳନା କରନ୍ତି ଯୀଶୁ, ବିଚାରକର୍ତ୍ତା ବ୍ୟକ୍ତି ଜଣଙ୍କ ବିଷୟରେ ଦ୍ୱାର ନିକଟରେ ଚାଲିବାକୁ ଯାଉଅଛନ୍ତି କିପରି ଯୀଶୁ ପୃଥିବୀ ଉପରେ ବିଚାର କରିବାକୁ ଶୀଘ୍ର ଫେରିବେ ଗୁରୁତ୍ତ୍ୱ ଦିଅନ୍ତି | ଏହିଭଳି ଅନୁବାଦ କରିପାର “ଶୀଘ୍ର ଆସୁଅଛନ୍ତି” (ଦେଖ: ତୁଳନାତ୍ମକ) # ଭାବବାଦୀମାନଙ୍କର କ୍ଲେଶ ଏବଂ ଧୈର୍ଯ୍ୟ “ଭାବବାଦୀମାନଙ୍କ ଧୈର୍ଯ୍ୟସହ କ୍ଲେଶ ଭୋଗ କଲେ ” # ପ୍ରଭୁଙ୍କ ନାମରେ କହିଲେ “ ପ୍ରଭୁଙ୍କ ନିମନ୍ତେ ଲୋକଙ୍କୁ କହିଲେ ” # ଦେଖ “ ଦେଖ” ଶବ୍ଦଟି ଏଠାରେ କଣ ଅନୁକରଣ କରିବା ପାଇଁ ଗୁରୁତ୍ତ୍ୱ ଦେଇ ଯୋଗ କରନ୍ତି | ଏହିଭଳି ଅନୁବାଦ କରିପାର “ଧ୍ୟାନଦେଇ ଶୁଣ ” ବା “ସ୍ମରଣ କର” # ଯେଉଁମାନେ ସହିଷ୍ଣୁ ଅଟନ୍ତି “ଯେଉଁମାନେ ସହ୍ୟ କରନ୍ତି ”ବା ଯେଉଁମାନେ କଷ୍ଟ ମଧ୍ୟ ଦେଇ ଯାଆନ୍ତି # ପ୍ରଭୁ ଦୟାରେ ପରିପୂର୍ଣ୍ଣ ଏବଂ କୃପାବାନ ଅଟନ୍ତି “ପ୍ରଭୁ ସର୍ବଦା ଦୟା ଏବଂ କୃପା ଦେଖାନ୍ତି ”