Door43-Catalog_or_tn/JAS/05/09.md

2.8 KiB

ପାଉଲଙ୍କ ଶ୍ରୋତାମାନେ ଉଦ୍‌ବୋଧନ ଦେଲେ ଧନୀ ଯିହୂଦୀମାନଙ୍କରୁ ସମସ୍ତ ଯିହୂଦୀ ବିଶ୍ୱାସୀମାନେ ହେଲେ |

ବଚସା କର ନାହିଁ, ଭାଇମାନେ…ତୁମ୍ଭେମାନେ

ପାଉଲ ସମସ୍ତ ଯିହୂଦୀ ବିଶ୍ୱାସୀମାନଙ୍କ ନିକଟକୁ ଫେରି ଲେଖୁଛନ୍ତି |

ପରସ୍ପର ବିରୁଦ୍ଧରେ

“ପ୍ରତ୍ୟେକ ପ୍ରତ୍ୟେକଙ୍କ ବିଷୟରେ”

ତୁମ୍ଭେମାନେ ବିଚାର କରିବ ନାହିଁ

ଗୋଟିଏ ପ୍ରତ୍ୟକ୍ଷ ବାକ୍ୟାଂଶ ସହ ଅନୁବାଦ କରିପାର : “ଖ୍ରୀଷ୍ଟ ତୁମ୍ଭମାନଙ୍କୁ ବିଚାର କରିବେ ନାହିଁ ”| (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)

ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି

ଯାକୁଵ ତୁଳନା କରନ୍ତି ଯୀଶୁ, ବିଚାରକର୍ତ୍ତା ବ୍ୟକ୍ତି ଜଣଙ୍କ ବିଷୟରେ ଦ୍ୱାର ନିକଟରେ ଚାଲିବାକୁ ଯାଉଅଛନ୍ତି କିପରି ଯୀଶୁ ପୃଥିବୀ ଉପରେ ବିଚାର କରିବାକୁ ଶୀଘ୍ର ଫେରିବେ ଗୁରୁତ୍ତ୍ୱ ଦିଅନ୍ତି | ଏହିଭଳି ଅନୁବାଦ କରିପାର “ଶୀଘ୍ର ଆସୁଅଛନ୍ତି” (ଦେଖ: ତୁଳନାତ୍ମକ)

ଭାବବାଦୀମାନଙ୍କର କ୍ଲେଶ ଏବଂ ଧୈର୍ଯ୍ୟ

“ଭାବବାଦୀମାନଙ୍କ ଧୈର୍ଯ୍ୟସହ କ୍ଲେଶ ଭୋଗ କଲେ ”

ପ୍ରଭୁଙ୍କ ନାମରେ କହିଲେ

“ ପ୍ରଭୁଙ୍କ ନିମନ୍ତେ ଲୋକଙ୍କୁ କହିଲେ ”

ଦେଖ

“ ଦେଖ” ଶବ୍ଦଟି ଏଠାରେ କଣ ଅନୁକରଣ କରିବା ପାଇଁ ଗୁରୁତ୍ତ୍ୱ ଦେଇ ଯୋଗ କରନ୍ତି | ଏହିଭଳି ଅନୁବାଦ କରିପାର “ଧ୍ୟାନଦେଇ ଶୁଣ ” ବା “ସ୍ମରଣ କର”

ଯେଉଁମାନେ ସହିଷ୍ଣୁ ଅଟନ୍ତି

“ଯେଉଁମାନେ ସହ୍ୟ କରନ୍ତି ”ବା ଯେଉଁମାନେ କଷ୍ଟ ମଧ୍ୟ ଦେଇ ଯାଆନ୍ତି

ପ୍ରଭୁ ଦୟାରେ ପରିପୂର୍ଣ୍ଣ ଏବଂ କୃପାବାନ ଅଟନ୍ତି

“ପ୍ରଭୁ ସର୍ବଦା ଦୟା ଏବଂ କୃପା ଦେଖାନ୍ତି ”