Door43-Catalog_or_tn/JAS/05/07.md

1.5 KiB

ଅତଏବ ଧୈର୍ଯ୍ୟ ଧରି ରୁହ

“କାରଣ ଏହା ଅପେକ୍ଷା ଏବଂ ସୁସ୍ଥିର ରହ ”

ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ

ଏହି ବାକ୍ୟାଂଶଟି ଯୀଶୁଙ୍କ ଫେରିବା ଯେତେବେଳେ ସେ ତାଙ୍କ ରାଜ୍ୟ ପୃଥିବୀରେ ସ୍ଥାପିତକୁ ବୁଝାଏ ଏବଂ ସମସ୍ତ ଲୋକଙ୍କୁ ବିଚାର କରିବେ |ଏହିଭଳି ଅନୁବାଦ କରିପାର: “ଖ୍ରୀଷ୍ଟଙ୍କ ଫେରିବା ପର୍ଯ୍ୟନ୍ତ ” |(ଦେଖ: ଲାକ୍ଷଣିକ ଶବ୍ଦ)

କୃଷକଙ୍କ ପରି

ଯାକୁଵ କୃଷକମାନଙ୍କ ସହ ବିଶ୍ୱାସୀମାନଙ୍କୁ ଧୈର୍ଯ୍ୟର ଅର୍ଥ କଣ ଗୁରୁତ୍ତ୍ୱତା ତୁଳନା କରନ୍ତି | (ଦେଖ: ଏକଭାବ)

ଆପଣା ଆପଣା ହୃଦୟକୁ ସୁସ୍ଥିର କର

ଏହା ଗୋଟିଏ ବାକ୍ୟାଂଶଟି ଯେ ଏହିଭଳି ଅନୁବାଦ କରିପାର “ଉତ୍ସର୍ଗୀକୃତ ହୁଅ ” ବା “ତୁମ୍ଭମାନଙ୍କର ବିଶ୍ୱାସରେ ଦୃଢ ରୁହ ”| (ଦେଖ: ବାକ୍ୟାଂଶ)

ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ

“ଖ୍ରୀଷ୍ଟ ଶୀଘ୍ର ଆସିବେ ”