# ଅତଏବ ଧୈର୍ଯ୍ୟ ଧରି ରୁହ “କାରଣ ଏହା ଅପେକ୍ଷା ଏବଂ ସୁସ୍ଥିର ରହ ” # ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଏହି ବାକ୍ୟାଂଶଟି ଯୀଶୁଙ୍କ ଫେରିବା ଯେତେବେଳେ ସେ ତାଙ୍କ ରାଜ୍ୟ ପୃଥିବୀରେ ସ୍ଥାପିତକୁ ବୁଝାଏ ଏବଂ ସମସ୍ତ ଲୋକଙ୍କୁ ବିଚାର କରିବେ |ଏହିଭଳି ଅନୁବାଦ କରିପାର: “ଖ୍ରୀଷ୍ଟଙ୍କ ଫେରିବା ପର୍ଯ୍ୟନ୍ତ ” |(ଦେଖ: ଲାକ୍ଷଣିକ ଶବ୍ଦ) # କୃଷକଙ୍କ ପରି ଯାକୁଵ କୃଷକମାନଙ୍କ ସହ ବିଶ୍ୱାସୀମାନଙ୍କୁ ଧୈର୍ଯ୍ୟର ଅର୍ଥ କଣ ଗୁରୁତ୍ତ୍ୱତା ତୁଳନା କରନ୍ତି | (ଦେଖ: ଏକଭାବ) # ଆପଣା ଆପଣା ହୃଦୟକୁ ସୁସ୍ଥିର କର ଏହା ଗୋଟିଏ ବାକ୍ୟାଂଶଟି ଯେ ଏହିଭଳି ଅନୁବାଦ କରିପାର “ଉତ୍ସର୍ଗୀକୃତ ହୁଅ ” ବା “ତୁମ୍ଭମାନଙ୍କର ବିଶ୍ୱାସରେ ଦୃଢ ରୁହ ”| (ଦେଖ: ବାକ୍ୟାଂଶ) # ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ “ଖ୍ରୀଷ୍ଟ ଶୀଘ୍ର ଆସିବେ ”