Door43-Catalog_or_tn/JAS/05/07.md

14 lines
1.5 KiB
Markdown
Raw Normal View History

2018-01-11 01:51:28 +00:00
# ଅତଏବ ଧୈର୍ଯ୍ୟ ଧରି ରୁହ
“କାରଣ ଏହା ଅପେକ୍ଷା ଏବଂ ସୁସ୍ଥିର ରହ ”
# ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ
ଏହି ବାକ୍ୟାଂଶଟି ଯୀଶୁଙ୍କ ଫେରିବା ଯେତେବେଳେ ସେ ତାଙ୍କ ରାଜ୍ୟ ପୃଥିବୀରେ ସ୍ଥାପିତକୁ ବୁଝାଏ ଏବଂ ସମସ୍ତ ଲୋକଙ୍କୁ ବିଚାର କରିବେ |ଏହିଭଳି ଅନୁବାଦ କରିପାର: “ଖ୍ରୀଷ୍ଟଙ୍କ ଫେରିବା ପର୍ଯ୍ୟନ୍ତ ” |(ଦେଖ: ଲାକ୍ଷଣିକ ଶବ୍ଦ)
# କୃଷକଙ୍କ ପରି
ଯାକୁଵ କୃଷକମାନଙ୍କ ସହ ବିଶ୍ୱାସୀମାନଙ୍କୁ ଧୈର୍ଯ୍ୟର ଅର୍ଥ କଣ ଗୁରୁତ୍ତ୍ୱତା ତୁଳନା କରନ୍ତି | (ଦେଖ: ଏକଭାବ)
# ଆପଣା ଆପଣା ହୃଦୟକୁ ସୁସ୍ଥିର କର
ଏହା ଗୋଟିଏ ବାକ୍ୟାଂଶଟି ଯେ ଏହିଭଳି ଅନୁବାଦ କରିପାର “ଉତ୍ସର୍ଗୀକୃତ ହୁଅ ” ବା “ତୁମ୍ଭମାନଙ୍କର ବିଶ୍ୱାସରେ ଦୃଢ ରୁହ ”| (ଦେଖ: ବାକ୍ୟାଂଶ)
# ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ
“ଖ୍ରୀଷ୍ଟ ଶୀଘ୍ର ଆସିବେ ”