Door43-Catalog_or_tn/JAS/04/11.md

18 lines
1.8 KiB
Markdown

# ପରସ୍ପରର ଗ୍ଲାନି କର ନାହିଁ
“ମନ୍ଦ ବିଚାର କରେ” ବା “ପ୍ରତିରୋଧ କରିବା”
# ଭାଇମାନେ
“ପ୍ରିୟ ସହ ଭାଇମାନେ ”
# ତୁମେ…ତୁମର
୪:୧୧
୧୨ ରେ ଏହିଗୁଡିକ ସର୍ବନାମ ବହୁବଚନ ଅଟେ ଏବଂ ଯାକୁଵଙ୍କ ଶ୍ରୋତାମାନଙ୍କୁ ବୁଝାଏ | (ଦେଖ: ତୁମ ର ବ୍ୟବହାରଗୁଡିକ )
# କିନ୍ତୁ ଏହାର ଏକ ବିଚାର କର
ଏହିଭଳି ଭାବେ ଅନୁବାଦ କରିପାର “କିନ୍ତୁ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ ”|
# ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର , ଈଶ୍ୱର
“ ଈଶ୍ୱର ହିଁ କେବଳ ଯିଏ ଜଣେ ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ , କାରଣ ସେ ହିଁ କେବଳ ଜଣେ ”
# ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ ?
ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ଶିକ୍ଷା ଦିଅନ୍ତି ଏବଂ ତାଙ୍କ ପାଠକଙ୍କୁ ସମ୍ଭାବ୍ୟ ଅନୁଯୋଗ କରୁଅଛନ୍ତି |ଏହିଭଳି ଉକ୍ତିରେ ଅନୁବାଦ କରିପାର: “ତୁମ୍ଭେ ଜଣେ ମନୁଷ୍ୟ ଏବଂ ଅନ୍ୟ ମନୁଷ୍ୟର ବିଚାର କରିନପାର ”| (ଦେଖ: ଆଳଙ୍କାରିକ ପ୍ରଶ୍ନ)