Door43-Catalog_or_tn/JAS/04/11.md

1.8 KiB

ପରସ୍ପରର ଗ୍ଲାନି କର ନାହିଁ

“ମନ୍ଦ ବିଚାର କରେ” ବା “ପ୍ରତିରୋଧ କରିବା”

ଭାଇମାନେ

“ପ୍ରିୟ ସହ ଭାଇମାନେ ”

ତୁମେ…ତୁମର

୪:୧୧ ୧୨ ରେ ଏହିଗୁଡିକ ସର୍ବନାମ ବହୁବଚନ ଅଟେ ଏବଂ ଯାକୁଵଙ୍କ ଶ୍ରୋତାମାନଙ୍କୁ ବୁଝାଏ | (ଦେଖ: ତୁମ ର ବ୍ୟବହାରଗୁଡିକ )

କିନ୍ତୁ ଏହାର ଏକ ବିଚାର କର

ଏହିଭଳି ଭାବେ ଅନୁବାଦ କରିପାର “କିନ୍ତୁ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ ”|

ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର , ଈଶ୍ୱର

“ ଈଶ୍ୱର ହିଁ କେବଳ ଯିଏ ଜଣେ ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ , କାରଣ ସେ ହିଁ କେବଳ ଜଣେ ”

ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ ?

ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ଶିକ୍ଷା ଦିଅନ୍ତି ଏବଂ ତାଙ୍କ ପାଠକଙ୍କୁ ସମ୍ଭାବ୍ୟ ଅନୁଯୋଗ କରୁଅଛନ୍ତି |ଏହିଭଳି ଉକ୍ତିରେ ଅନୁବାଦ କରିପାର: “ତୁମ୍ଭେ ଜଣେ ମନୁଷ୍ୟ ଏବଂ ଅନ୍ୟ ମନୁଷ୍ୟର ବିଚାର କରିନପାର ”| (ଦେଖ: ଆଳଙ୍କାରିକ ପ୍ରଶ୍ନ)