# ପରସ୍ପରର ଗ୍ଲାନି କର ନାହିଁ “ମନ୍ଦ ବିଚାର କରେ” ବା “ପ୍ରତିରୋଧ କରିବା” # ଭାଇମାନେ “ପ୍ରିୟ ସହ ଭାଇମାନେ ” # ତୁମେ…ତୁମର ୪:୧୧ ୧୨ ରେ ଏହିଗୁଡିକ ସର୍ବନାମ ବହୁବଚନ ଅଟେ ଏବଂ ଯାକୁଵଙ୍କ ଶ୍ରୋତାମାନଙ୍କୁ ବୁଝାଏ | (ଦେଖ: ତୁମ ର ବ୍ୟବହାରଗୁଡିକ ) # କିନ୍ତୁ ଏହାର ଏକ ବିଚାର କର ଏହିଭଳି ଭାବେ ଅନୁବାଦ କରିପାର “କିନ୍ତୁ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ ”| # ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର , ଈଶ୍ୱର “ ଈଶ୍ୱର ହିଁ କେବଳ ଯିଏ ଜଣେ ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ , କାରଣ ସେ ହିଁ କେବଳ ଜଣେ ” # ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ ? ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ଶିକ୍ଷା ଦିଅନ୍ତି ଏବଂ ତାଙ୍କ ପାଠକଙ୍କୁ ସମ୍ଭାବ୍ୟ ଅନୁଯୋଗ କରୁଅଛନ୍ତି |ଏହିଭଳି ଉକ୍ତିରେ ଅନୁବାଦ କରିପାର: “ତୁମ୍ଭେ ଜଣେ ମନୁଷ୍ୟ ଏବଂ ଅନ୍ୟ ମନୁଷ୍ୟର ବିଚାର କରିନପାର ”| (ଦେଖ: ଆଳଙ୍କାରିକ ପ୍ରଶ୍ନ)