Door43-Catalog_or_tn/JAS/04/06.md

2.0 KiB

କିନ୍ତୁ ଈଶ୍ୱର ମଧ୍ୟ ଅଧିକ ଅନୁଗ୍ରହ ଦିଅନ୍ତି

କିପରି ଏହି ୪:୫ ଅଂଶଟି ସମ୍ପର୍କକୁ ସ୍ପଷ୍ଟଭାବେ ପ୍ରକାଶ କରିପାରେ : “କିନ୍ତୁ, ଯଦିଓ ଆମ୍ଭମାନଙ୍କ ଆତ୍ମାଗୁଡିକ ଇଚ୍ଛା କରିପାରନ୍ତି ଯାହା ଆମ୍ଭମାନଙ୍କ ପାଖରେ ନାହିଁ , ଯଦି ଆମ୍ଭେମାନେ ନିଜକୁ ନମ୍ର କରିବା, ଈଶ୍ୱର ମଧ୍ୟ ଆମ୍ଭମାନଙ୍କୁ ଅଧିକ ଅନୁଗ୍ରହ ଦେବେ ” |(ଦେଖ: ସ୍ପଷ୍ଟ ଏବଂ ଅବ୍ୟକ୍ତ ସୂଚନା )

ଈଶ୍ୱର ପ୍ରତିରୋଧ କରନ୍ତି

“ଈଶ୍ୱର ବିରୋଧ କରନ୍ତି”

ଅହଂକାରୀ

“ ଅହଂକାରୀ ଲୋକମାନଙ୍କୁ”

ନମ୍ର

“ନମ୍ର ଲୋକମାନଙ୍କୁ”|

ତେଣୁ

“ଅତଏବ”

ଈଶ୍ୱରଙ୍କଠାରେ ନିଜକୁ ବଶୀଭୂତ କର

“ଈଶ୍ୱରଙ୍କଠାରେ ନିଜକୁ ସମର୍ପଣ କର”| ଏହିରୂପେ ଅନୁବାଦ କରିପାରିବେ “ଈଶ୍ୱରଙ୍କ ବାଧ୍ୟ ହୁଅ ”|

ତୁମେ ନିଜକୁ …ତୁମେ

ଏଠାରେ ଏଇ ସର୍ବନାମଗୁଡିକ ବହୁବଚନ ଅଟେ ଏବଂ ଯାକୁଵଙ୍କ ଶ୍ରୋତାମାନଙ୍କୁ ବୁଝାନ୍ତି |(ଦେଖ: ‘ତୁମ’ ର ବ୍ୟବହାରଗୁଡିକ)

ଶୟତାନକୁ ପ୍ରତିବାଧା ଦେବା

“ଶୟତାନକୁ ବିରୋଧ କରିବା” ଏହିରୂପେ ଅନୁବାଦ କରିପାରିବେ “ଶୟତାନ ଯାହା ଚାହେଁ ତାହା କର ନାହିଁ ”|

ସେ ପଳାଇବ

“ଶୟତାନ ନିକଟରୁ ପଳାୟନ କରିବ”