# କିନ୍ତୁ ଈଶ୍ୱର ମଧ୍ୟ ଅଧିକ ଅନୁଗ୍ରହ ଦିଅନ୍ତି କିପରି ଏହି ୪:୫ ଅଂଶଟି ସମ୍ପର୍କକୁ ସ୍ପଷ୍ଟଭାବେ ପ୍ରକାଶ କରିପାରେ : “କିନ୍ତୁ, ଯଦିଓ ଆମ୍ଭମାନଙ୍କ ଆତ୍ମାଗୁଡିକ ଇଚ୍ଛା କରିପାରନ୍ତି ଯାହା ଆମ୍ଭମାନଙ୍କ ପାଖରେ ନାହିଁ , ଯଦି ଆମ୍ଭେମାନେ ନିଜକୁ ନମ୍ର କରିବା, ଈଶ୍ୱର ମଧ୍ୟ ଆମ୍ଭମାନଙ୍କୁ ଅଧିକ ଅନୁଗ୍ରହ ଦେବେ ” |(ଦେଖ: ସ୍ପଷ୍ଟ ଏବଂ ଅବ୍ୟକ୍ତ ସୂଚନା ) # ଈଶ୍ୱର ପ୍ରତିରୋଧ କରନ୍ତି “ଈଶ୍ୱର ବିରୋଧ କରନ୍ତି” # ଅହଂକାରୀ “ ଅହଂକାରୀ ଲୋକମାନଙ୍କୁ” # ନମ୍ର “ନମ୍ର ଲୋକମାନଙ୍କୁ”| # ତେଣୁ “ଅତଏବ” # ଈଶ୍ୱରଙ୍କଠାରେ ନିଜକୁ ବଶୀଭୂତ କର “ଈଶ୍ୱରଙ୍କଠାରେ ନିଜକୁ ସମର୍ପଣ କର”| ଏହିରୂପେ ଅନୁବାଦ କରିପାରିବେ “ଈଶ୍ୱରଙ୍କ ବାଧ୍ୟ ହୁଅ ”| # ତୁମେ ନିଜକୁ …ତୁମେ ଏଠାରେ ଏଇ ସର୍ବନାମଗୁଡିକ ବହୁବଚନ ଅଟେ ଏବଂ ଯାକୁଵଙ୍କ ଶ୍ରୋତାମାନଙ୍କୁ ବୁଝାନ୍ତି |(ଦେଖ: ‘ତୁମ’ ର ବ୍ୟବହାରଗୁଡିକ) # ଶୟତାନକୁ ପ୍ରତିବାଧା ଦେବା “ଶୟତାନକୁ ବିରୋଧ କରିବା” ଏହିରୂପେ ଅନୁବାଦ କରିପାରିବେ “ଶୟତାନ ଯାହା ଚାହେଁ ତାହା କର ନାହିଁ ”| # ସେ ପଳାଇବ “ଶୟତାନ ନିକଟରୁ ପଳାୟନ କରିବ”