Door43-Catalog_or_tn/JAS/04/06.md

28 lines
2.0 KiB
Markdown
Raw Normal View History

2018-01-11 01:51:28 +00:00
# କିନ୍ତୁ ଈଶ୍ୱର ମଧ୍ୟ ଅଧିକ ଅନୁଗ୍ରହ ଦିଅନ୍ତି
କିପରି ଏହି ୪:୫ ଅଂଶଟି ସମ୍ପର୍କକୁ ସ୍ପଷ୍ଟଭାବେ ପ୍ରକାଶ କରିପାରେ :
“କିନ୍ତୁ, ଯଦିଓ ଆମ୍ଭମାନଙ୍କ ଆତ୍ମାଗୁଡିକ ଇଚ୍ଛା କରିପାରନ୍ତି ଯାହା ଆମ୍ଭମାନଙ୍କ ପାଖରେ ନାହିଁ , ଯଦି ଆମ୍ଭେମାନେ ନିଜକୁ ନମ୍ର କରିବା, ଈଶ୍ୱର ମଧ୍ୟ ଆମ୍ଭମାନଙ୍କୁ ଅଧିକ ଅନୁଗ୍ରହ ଦେବେ ” |(ଦେଖ: ସ୍ପଷ୍ଟ ଏବଂ ଅବ୍ୟକ୍ତ ସୂଚନା )
# ଈଶ୍ୱର ପ୍ରତିରୋଧ କରନ୍ତି
“ଈଶ୍ୱର ବିରୋଧ କରନ୍ତି”
# ଅହଂକାରୀ
“ ଅହଂକାରୀ ଲୋକମାନଙ୍କୁ”
# ନମ୍ର
“ନମ୍ର ଲୋକମାନଙ୍କୁ”|
# ତେଣୁ
“ଅତଏବ”
# ଈଶ୍ୱରଙ୍କଠାରେ ନିଜକୁ ବଶୀଭୂତ କର
“ଈଶ୍ୱରଙ୍କଠାରେ ନିଜକୁ ସମର୍ପଣ କର”| ଏହିରୂପେ ଅନୁବାଦ କରିପାରିବେ “ଈଶ୍ୱରଙ୍କ ବାଧ୍ୟ ହୁଅ ”|
# ତୁମେ ନିଜକୁ …ତୁମେ
ଏଠାରେ ଏଇ ସର୍ବନାମଗୁଡିକ ବହୁବଚନ ଅଟେ ଏବଂ ଯାକୁଵଙ୍କ ଶ୍ରୋତାମାନଙ୍କୁ ବୁଝାନ୍ତି |(ଦେଖ:
‘ତୁମ’ ର ବ୍ୟବହାରଗୁଡିକ)
# ଶୟତାନକୁ ପ୍ରତିବାଧା ଦେବା
“ଶୟତାନକୁ ବିରୋଧ କରିବା” ଏହିରୂପେ ଅନୁବାଦ କରିପାରିବେ “ଶୟତାନ ଯାହା ଚାହେଁ ତାହା କର ନାହିଁ ”|
# ସେ ପଳାଇବ
“ଶୟତାନ ନିକଟରୁ ପଳାୟନ କରିବ”