Door43-Catalog_or_tn/JAS/03/05.md

30 lines
3.8 KiB
Markdown

# ସେହିପରି
“ସେହି ପ୍ରକାରେ ” | ଏହା ଜିହ୍ୱା ସହ ଘୋଡ଼ାର ଲଗାମ ଏବଂ ଜାହାଜଗୁଡିକର ନିୟନ୍ତ୍ରକ ଯନ୍ତ୍ର ପୂର୍ବ ପଦରେ ତାହାକୁ ତୁଳନା କରନ୍ତି |
# ମହା ଗର୍ବର ବିଷୟ କହେ
“ଜଣେ ଅଧର୍ମର ବିଷୟଗୁଡିକ ବ୍ୟବହାର କରି କହିପାରେ ”
# ଦେଖ କେଡେ ବଡ
“ଭାବନ୍ତୁ କେଡେ ବଡ ବିଷୟରେ ”
# କିପରି କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା ଅନେକ ଅରଣ୍ୟରେ ନିଆଁ ଲାଗିଯାଏ !
ଏହା ଗୋଟିଏ ପ୍ରତ୍ୟକ୍ଷ କ୍ରିୟା ଦ୍ୱାରା ଅନୁବାଦ କରିପାର :
“କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା ଯେ କେଡେ ବଡ଼ ଗଛଗୁଡିକରେ ନିଆଁ ଲାଗିଯାଇପାରେ !” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ ବାଚ୍ୟ)
# ଜିହ୍ୱା ମଧ୍ୟ ଗୋଟିଏ ନିଆଁ ସଦୃଶ ଅଟେ
ନିଆଁ ଭଳି ସମସ୍ତ ବିଷୟକୁ ଗ୍ରାସ କରି ନଷ୍ଟ କରେ, କଅଣ ଜଣେ ବ୍ୟକ୍ତି କହନ୍ତି (ଲାକ୍ଷଣିକ ଶବ୍ଦ) ବୁଝାଏ ଲୋକମାନଙ୍କ ହୃଦୟକୁ ଦୃଢରୂପେ ଆଘାତ କରିପାରେ (ରୂପକ ଭାବ) | ଅନ୍ୟ ଭାଷାନ୍ତର : “
# ଜିହ୍ୱା ଗୋଟିଏ ନିଆଁ ପରି ” |(ଦେଖ: ରୂପକ ଭାବ ଏବଂ ଲାକ୍ଷଣିକ ଶବ୍ଦ)
# ଆମ୍ଭମାନଙ୍କର ଶରୀରର ଅଂଶ ମଧ୍ୟରେ ଏକ ଜଗତର ପାପପୂର୍ଣ୍ଣତାରେ ସଜାଡୁ ଥାଉ
ଅନ୍ୟ ଭାଷାନ୍ତର: “ଏହା ଆମ ଶରୀରର ଗୋଟିଏ ଛୋଟ ଅଙ୍ଗ କିନ୍ତୁ ଏହାର ସମସ୍ତ ପ୍ରକାରର ମାର୍ଗରେ ପାପ କରିବା ପାଇଁ କ୍ଷମତା ଅଛି ”|
# ଯେଉଁଟା ସମଗ୍ର ଶରୀରକୁ ଅଶୁଚି କରେ
ଏହା ନୂଆ ବାକ୍ୟରୂପେ ଅନୁବାଦ କରିପାର | “ଏହା ଆମକୁ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ଅପ୍ରୀତିକର ଭାବ ତିଆରି କରିପାରେ ” ବା “ଏହା ଆମକୁ ଈଶ୍ୱରଙ୍କୁ ଅଗ୍ରହଣୀୟ ଭାବେ ତିଆରି କରିପାରେ ”|
# ଏବଂ ଜୀବନର ରାସ୍ତାରେ ଅଗ୍ନି ଲାଗେ
“ଜୀବନ ରାସ୍ତାର” ବାକ୍ୟାଂଶରେ ଏକ ରୂପକ ଭାବ ଯେ ଜଣେ ବ୍ୟକ୍ତିର ସମସ୍ତ ଜୀବନକୁ ସୂଚାଏ | ଏହିଭଳି ରୂପେ ଅନୁବାଦ କରିପାର “ଆଉ ଏହା ଜଣେ ବ୍ୟକ୍ତିର ସମସ୍ତ ଜୀବନକୁ ନଷ୍ଟ କରିପାର ”|
# ଆଉ ଏହାନିଜେ ନରକ ଦ୍ୱାରା ଅଗ୍ନି ସଂଯୋଗ କରେ
“ଏହାନିଜେ” ଶବ୍ଦଟି ଜିହ୍ୱାକୁ ବୁଝାଏ | ପୁଣି, ଏଠାରେ “ନରକ”ଗୋଟିଏ ଲାକ୍ଷଣିକ ଶବ୍ଦ ଯେ ମନ୍ଦ ଶକ୍ତିଗୁଡିକକୁ ବା ଭୂତକୁ ବୁଝାଏ |
ଏହିଭଳି ଗୋଟିଏ ପ୍ରତ୍ୟକ୍ଷ ବାକ୍ୟାଂଶ ରୂପେ ଅନୁବାଦ କରିପାର : “କାରଣ ଭୂତ ମନ୍ଦ ପାଇଁ ବ୍ୟବହାର ହୁଅନ୍ତି ”|