Door43-Catalog_or_tn/JAS/03/05.md

3.8 KiB

ସେହିପରି

“ସେହି ପ୍ରକାରେ ” | ଏହା ଜିହ୍ୱା ସହ ଘୋଡ଼ାର ଲଗାମ ଏବଂ ଜାହାଜଗୁଡିକର ନିୟନ୍ତ୍ରକ ଯନ୍ତ୍ର ପୂର୍ବ ପଦରେ ତାହାକୁ ତୁଳନା କରନ୍ତି |

ମହା ଗର୍ବର ବିଷୟ କହେ

“ଜଣେ ଅଧର୍ମର ବିଷୟଗୁଡିକ ବ୍ୟବହାର କରି କହିପାରେ ”

ଦେଖ କେଡେ ବଡ

“ଭାବନ୍ତୁ କେଡେ ବଡ ବିଷୟରେ ”

କିପରି କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା ଅନେକ ଅରଣ୍ୟରେ ନିଆଁ ଲାଗିଯାଏ !

ଏହା ଗୋଟିଏ ପ୍ରତ୍ୟକ୍ଷ କ୍ରିୟା ଦ୍ୱାରା ଅନୁବାଦ କରିପାର : “କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା ଯେ କେଡେ ବଡ଼ ଗଛଗୁଡିକରେ ନିଆଁ ଲାଗିଯାଇପାରେ !” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ ବାଚ୍ୟ)

ଜିହ୍ୱା ମଧ୍ୟ ଗୋଟିଏ ନିଆଁ ସଦୃଶ ଅଟେ

ନିଆଁ ଭଳି ସମସ୍ତ ବିଷୟକୁ ଗ୍ରାସ କରି ନଷ୍ଟ କରେ, କଅଣ ଜଣେ ବ୍ୟକ୍ତି କହନ୍ତି (ଲାକ୍ଷଣିକ ଶବ୍ଦ) ବୁଝାଏ ଲୋକମାନଙ୍କ ହୃଦୟକୁ ଦୃଢରୂପେ ଆଘାତ କରିପାରେ (ରୂପକ ଭାବ) | ଅନ୍ୟ ଭାଷାନ୍ତର : “

ଜିହ୍ୱା ଗୋଟିଏ ନିଆଁ ପରି ” |(ଦେଖ: ରୂପକ ଭାବ ଏବଂ ଲାକ୍ଷଣିକ ଶବ୍ଦ)

ଆମ୍ଭମାନଙ୍କର ଶରୀରର ଅଂଶ ମଧ୍ୟରେ ଏକ ଜଗତର ପାପପୂର୍ଣ୍ଣତାରେ ସଜାଡୁ ଥାଉ

ଅନ୍ୟ ଭାଷାନ୍ତର: “ଏହା ଆମ ଶରୀରର ଗୋଟିଏ ଛୋଟ ଅଙ୍ଗ କିନ୍ତୁ ଏହାର ସମସ୍ତ ପ୍ରକାରର ମାର୍ଗରେ ପାପ କରିବା ପାଇଁ କ୍ଷମତା ଅଛି ”|

ଯେଉଁଟା ସମଗ୍ର ଶରୀରକୁ ଅଶୁଚି କରେ

ଏହା ନୂଆ ବାକ୍ୟରୂପେ ଅନୁବାଦ କରିପାର | “ଏହା ଆମକୁ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ଅପ୍ରୀତିକର ଭାବ ତିଆରି କରିପାରେ ” ବା “ଏହା ଆମକୁ ଈଶ୍ୱରଙ୍କୁ ଅଗ୍ରହଣୀୟ ଭାବେ ତିଆରି କରିପାରେ ”|

ଏବଂ ଜୀବନର ରାସ୍ତାରେ ଅଗ୍ନି ଲାଗେ

“ଜୀବନ ରାସ୍ତାର” ବାକ୍ୟାଂଶରେ ଏକ ରୂପକ ଭାବ ଯେ ଜଣେ ବ୍ୟକ୍ତିର ସମସ୍ତ ଜୀବନକୁ ସୂଚାଏ | ଏହିଭଳି ରୂପେ ଅନୁବାଦ କରିପାର “ଆଉ ଏହା ଜଣେ ବ୍ୟକ୍ତିର ସମସ୍ତ ଜୀବନକୁ ନଷ୍ଟ କରିପାର ”|

ଆଉ ଏହାନିଜେ ନରକ ଦ୍ୱାରା ଅଗ୍ନି ସଂଯୋଗ କରେ

“ଏହାନିଜେ” ଶବ୍ଦଟି ଜିହ୍ୱାକୁ ବୁଝାଏ | ପୁଣି, ଏଠାରେ “ନରକ”ଗୋଟିଏ ଲାକ୍ଷଣିକ ଶବ୍ଦ ଯେ ମନ୍ଦ ଶକ୍ତିଗୁଡିକକୁ ବା ଭୂତକୁ ବୁଝାଏ | ଏହିଭଳି ଗୋଟିଏ ପ୍ରତ୍ୟକ୍ଷ ବାକ୍ୟାଂଶ ରୂପେ ଅନୁବାଦ କରିପାର : “କାରଣ ଭୂତ ମନ୍ଦ ପାଇଁ ବ୍ୟବହାର ହୁଅନ୍ତି ”|