# ସେହିପରି “ସେହି ପ୍ରକାରେ ” | ଏହା ଜିହ୍ୱା ସହ ଘୋଡ଼ାର ଲଗାମ ଏବଂ ଜାହାଜଗୁଡିକର ନିୟନ୍ତ୍ରକ ଯନ୍ତ୍ର ପୂର୍ବ ପଦରେ ତାହାକୁ ତୁଳନା କରନ୍ତି | # ମହା ଗର୍ବର ବିଷୟ କହେ “ଜଣେ ଅଧର୍ମର ବିଷୟଗୁଡିକ ବ୍ୟବହାର କରି କହିପାରେ ” # ଦେଖ କେଡେ ବଡ “ଭାବନ୍ତୁ କେଡେ ବଡ ବିଷୟରେ ” # କିପରି କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା ଅନେକ ଅରଣ୍ୟରେ ନିଆଁ ଲାଗିଯାଏ ! ଏହା ଗୋଟିଏ ପ୍ରତ୍ୟକ୍ଷ କ୍ରିୟା ଦ୍ୱାରା ଅନୁବାଦ କରିପାର : “କ୍ଷୁଦ୍ର ଅଗ୍ନିକଣିକା ଦ୍ୱାରା ଯେ କେଡେ ବଡ଼ ଗଛଗୁଡିକରେ ନିଆଁ ଲାଗିଯାଇପାରେ !” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ ବାଚ୍ୟ) # ଜିହ୍ୱା ମଧ୍ୟ ଗୋଟିଏ ନିଆଁ ସଦୃଶ ଅଟେ ନିଆଁ ଭଳି ସମସ୍ତ ବିଷୟକୁ ଗ୍ରାସ କରି ନଷ୍ଟ କରେ, କଅଣ ଜଣେ ବ୍ୟକ୍ତି କହନ୍ତି (ଲାକ୍ଷଣିକ ଶବ୍ଦ) ବୁଝାଏ ଲୋକମାନଙ୍କ ହୃଦୟକୁ ଦୃଢରୂପେ ଆଘାତ କରିପାରେ (ରୂପକ ଭାବ) | ଅନ୍ୟ ଭାଷାନ୍ତର : “ # ଜିହ୍ୱା ଗୋଟିଏ ନିଆଁ ପରି ” |(ଦେଖ: ରୂପକ ଭାବ ଏବଂ ଲାକ୍ଷଣିକ ଶବ୍ଦ) # ଆମ୍ଭମାନଙ୍କର ଶରୀରର ଅଂଶ ମଧ୍ୟରେ ଏକ ଜଗତର ପାପପୂର୍ଣ୍ଣତାରେ ସଜାଡୁ ଥାଉ ଅନ୍ୟ ଭାଷାନ୍ତର: “ଏହା ଆମ ଶରୀରର ଗୋଟିଏ ଛୋଟ ଅଙ୍ଗ କିନ୍ତୁ ଏହାର ସମସ୍ତ ପ୍ରକାରର ମାର୍ଗରେ ପାପ କରିବା ପାଇଁ କ୍ଷମତା ଅଛି ”| # ଯେଉଁଟା ସମଗ୍ର ଶରୀରକୁ ଅଶୁଚି କରେ ଏହା ନୂଆ ବାକ୍ୟରୂପେ ଅନୁବାଦ କରିପାର | “ଏହା ଆମକୁ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ଅପ୍ରୀତିକର ଭାବ ତିଆରି କରିପାରେ ” ବା “ଏହା ଆମକୁ ଈଶ୍ୱରଙ୍କୁ ଅଗ୍ରହଣୀୟ ଭାବେ ତିଆରି କରିପାରେ ”| # ଏବଂ ଜୀବନର ରାସ୍ତାରେ ଅଗ୍ନି ଲାଗେ “ଜୀବନ ରାସ୍ତାର” ବାକ୍ୟାଂଶରେ ଏକ ରୂପକ ଭାବ ଯେ ଜଣେ ବ୍ୟକ୍ତିର ସମସ୍ତ ଜୀବନକୁ ସୂଚାଏ | ଏହିଭଳି ରୂପେ ଅନୁବାଦ କରିପାର “ଆଉ ଏହା ଜଣେ ବ୍ୟକ୍ତିର ସମସ୍ତ ଜୀବନକୁ ନଷ୍ଟ କରିପାର ”| # ଆଉ ଏହାନିଜେ ନରକ ଦ୍ୱାରା ଅଗ୍ନି ସଂଯୋଗ କରେ “ଏହାନିଜେ” ଶବ୍ଦଟି ଜିହ୍ୱାକୁ ବୁଝାଏ | ପୁଣି, ଏଠାରେ “ନରକ”ଗୋଟିଏ ଲାକ୍ଷଣିକ ଶବ୍ଦ ଯେ ମନ୍ଦ ଶକ୍ତିଗୁଡିକକୁ ବା ଭୂତକୁ ବୁଝାଏ | ଏହିଭଳି ଗୋଟିଏ ପ୍ରତ୍ୟକ୍ଷ ବାକ୍ୟାଂଶ ରୂପେ ଅନୁବାଦ କରିପାର : “କାରଣ ଭୂତ ମନ୍ଦ ପାଇଁ ବ୍ୟବହାର ହୁଅନ୍ତି ”|