Door43-Catalog_or_tn/JAS/02/08.md

24 lines
1.9 KiB
Markdown

# ଯଦି ତୁମେ ପୂରଣ କର
“ତୁମେ” ଶବ୍ଦଟି ଯିହୂଦୀ ବିଶ୍ୱାସୀମାନଙ୍କୁ ବୂଝାଏ | (‘ତୁମ’ର ବ୍ୟବହାର)
# ରାଜକୀୟ ନିୟମ ପୂରଣ କର
ଆରମ୍ଭରେ ଈଶ୍ୱର ପୁରାତନ ନିୟମ ପୁସ୍ତକଗୁଡିକରେ ଲିପିବଦ୍ଧ ନିୟମ ମୋଶାଙ୍କୁ ଦେଲେ | ତୁମେ ଏହି ରୂପେ ଅନୁବାଦ କରିପାର “ଈଶ୍ୱରଙ୍କ ନିୟମକୁ ପାଳନ କର ” ବା “ଆମ ମହାନ ରାଜାଙ୍କ ନିୟମକୁ ପାଳନ କର ”|
# ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର
(ଦେଖ: ଲେବୀପୁସ୍ତକ ୧୯:୧୮)
# ତୁମ ପ୍ରତିବାସୀ
“ସମସ୍ତ ଲୋକ” ବା “ପ୍ରତ୍ୟେକ ଜଣ”
# ତୁମ ଉତ୍ତମ କର
“ତୁମେ ଉତ୍ତମ କରୁଅଛ ” ବା “ ଯାହା ଠିକ୍ ତୁମେ କରୁଅଛ ”
# ଯଦି ତୁମେ ଅନୁଗ୍ରହପ୍ରାପ୍ତ
“ବିଶେଷ ସେବା ଦିଅ” ବା “ସମ୍ମାନ ଦିଅ”
# ପାପ କରୁଅଛ
ତାହା ନିୟମ ଭାଙ୍ଗୁଅଛ |ଏହି ରୂପେ ଅନୁବାଦ କରିପାର “ପାପ କରିବା”|
# ବ୍ୟବସ୍ଥା ଲଙ୍ଘନ କଲେ ଦୋଷରେ ଦଣ୍ଡନୀୟ ହୁଏ
ଏଠାରେ ନିୟମ ଗୋଟିଏ ମାନବ ବିଚାରପତିର ଗୁଣ ସମ୍ପର୍ନ୍ନକୁ ରଖେ |
ଏହି ରୂପେ ଅନୁବାଦ କରିପାର “ଏବଂ ଈଶ୍ୱରଙ୍କ ନିୟମକୁ ଭାଙ୍ଗେ ଦୋଷୀ ଅଟେ ”| (ଦେଖ: ବ୍ୟକ୍ତିଗତଆରୋପ)