Door43-Catalog_or_tn/JAS/02/08.md

1.9 KiB

ଯଦି ତୁମେ ପୂରଣ କର

“ତୁମେ” ଶବ୍ଦଟି ଯିହୂଦୀ ବିଶ୍ୱାସୀମାନଙ୍କୁ ବୂଝାଏ | (‘ତୁମ’ର ବ୍ୟବହାର)

ରାଜକୀୟ ନିୟମ ପୂରଣ କର

ଆରମ୍ଭରେ ଈଶ୍ୱର ପୁରାତନ ନିୟମ ପୁସ୍ତକଗୁଡିକରେ ଲିପିବଦ୍ଧ ନିୟମ ମୋଶାଙ୍କୁ ଦେଲେ | ତୁମେ ଏହି ରୂପେ ଅନୁବାଦ କରିପାର “ଈଶ୍ୱରଙ୍କ ନିୟମକୁ ପାଳନ କର ” ବା “ଆମ ମହାନ ରାଜାଙ୍କ ନିୟମକୁ ପାଳନ କର ”|

ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର

(ଦେଖ: ଲେବୀପୁସ୍ତକ ୧୯:୧୮)

ତୁମ ପ୍ରତିବାସୀ

“ସମସ୍ତ ଲୋକ” ବା “ପ୍ରତ୍ୟେକ ଜଣ”

ତୁମ ଉତ୍ତମ କର

“ତୁମେ ଉତ୍ତମ କରୁଅଛ ” ବା “ ଯାହା ଠିକ୍ ତୁମେ କରୁଅଛ ”

ଯଦି ତୁମେ ଅନୁଗ୍ରହପ୍ରାପ୍ତ

“ବିଶେଷ ସେବା ଦିଅ” ବା “ସମ୍ମାନ ଦିଅ”

ପାପ କରୁଅଛ

ତାହା ନିୟମ ଭାଙ୍ଗୁଅଛ |ଏହି ରୂପେ ଅନୁବାଦ କରିପାର “ପାପ କରିବା”|

ବ୍ୟବସ୍ଥା ଲଙ୍ଘନ କଲେ ଦୋଷରେ ଦଣ୍ଡନୀୟ ହୁଏ

ଏଠାରେ ନିୟମ ଗୋଟିଏ ମାନବ ବିଚାରପତିର ଗୁଣ ସମ୍ପର୍ନ୍ନକୁ ରଖେ | ଏହି ରୂପେ ଅନୁବାଦ କରିପାର “ଏବଂ ଈଶ୍ୱରଙ୍କ ନିୟମକୁ ଭାଙ୍ଗେ ଦୋଷୀ ଅଟେ ”| (ଦେଖ: ବ୍ୟକ୍ତିଗତଆରୋପ)