Door43-Catalog_or_tn/JAS/02/05.md

42 lines
3.8 KiB
Markdown

# ହେ ମୋହର ପ୍ରିୟ ଭାଇମାନେ ଶୁଣ
ଯାକୁଵ ତାଙ୍କ ପାଠକମାନଙ୍କୁ ପରିବାର ଭାବେ ପରାମର୍ଶ ଦେଉଥିଲେ. “ଶୁଣ,
ମୋହର ପ୍ରିୟ ସହଯୋଗୀ ଭାଇମାନେ”
# ଈଶ୍ୱର ମନୋନୀତ କରି ନାହାଁନ୍ତି…
ଏଠାରେ ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ କରି ତାଙ୍କ ପାଠକମାନଙ୍କୁ ଅନୁଯୋଗ କରନ୍ତି | ତୁମେ ଏଭଳି ଅନୁବାଦ କରିପାର “ଈଶ୍ୱର ମନୋନୀତ କରିଅଛନ୍ତି…” (ଦେଖ: ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ)
# ବିଶ୍ୱାସରେ ଧନୀ ହୁଅ
“ଅଧିକ ବିଶ୍ୱାସ ରଖ”| “ଧନୀ” ବହୁତ ବିଶ୍ୱାସ ଥିବା ଜଣକୁ ବୁଝାଏ | ବିଶ୍ୱାସର ବିଷୟଟିକୁ ଚିହ୍ନିତ ହୋଇପାରି ଥାଏ | ଏହି ରୂପେ ଅନୁବାଦ କରିପାର “ଖ୍ରୀଷ୍ଟରେ ଦୃଢ ବିଶ୍ୱାସ ରହିବା”|
# ରାଜ୍ୟ ଅଧିକାର କରିବା
“ଯେଉଁ ସ୍ୱର୍ଗର ରାଜ୍ୟକୁ ପ୍ରବେଶ କରିବା”
# କିନ୍ତୁ ତୁମ ପାଖରେ ଅଛି
ଯାକୁଵ ତାଙ୍କ ସମସ୍ତ ଶ୍ରୋତାମାନଙ୍କୁ କହୁଛନ୍ତି |( ‘ତୁମ’ର ବ୍ୟବହାର)
# ଦରିଦ୍ରମାନଙ୍କୁ ଅପବ୍ୟବହାର କରିଅଛ
“ଦରିଦ୍ରମାନଙ୍କୁ ମୂଲ୍ୟ ନ ଦେବା ” ବା “ଦରିଦ୍ରମାନଙ୍କୁ ହୀନ ବ୍ୟବହାର କରିବା ”
# ଏହା ଧନୀ ନୁହଁ କି
ଏଠାରେ ଯାକୁଵ ଏକ ଆଳଙ୍କାରିକ ପ୍ରଶ୍ନ କରି ତାଙ୍କ ପାଠକଙ୍କୁ ଅନୁଯୋଗ କରନ୍ତି | ତୁମେ ଏହି ରୂପେ ଅନୁବାଦ କରିପାର “ଏହି ଧନୀ ଅଟନ୍ତି” (ଦେଖ: ଆଳଙ୍କାରିକ ପ୍ରଶ୍ନ)
# ଧନୀ
“ଧନୀ ଲୋକ” (ଉଡିବି)
# ଯିଏ ବାଧା ଦିଏ
“ଯିଏ ତୁମକୁ ପଦଦଳିତ କରେ” ବା “ଯିଏ ତୁମକୁ ମନ୍ଦ ବ୍ୟବହାର କରେ”
# ସେମାନଙ୍କ ମଧ୍ୟରୁ କେହି ଜଣ ନୁହନ୍ତି କି
ଏଠାରେ ଯାକୁଵ ଏକ ଆଳଙ୍କାରିକ ପ୍ରଶ୍ନ କରି ତାଙ୍କ ପାଠକଙ୍କୁ ଗାଳି ଦିଅନ୍ତି | ତୁମେ ଏହି ରୂପେ ଅନୁବାଦ କରିପାର “ସେମାନଙ୍କ ମଧ୍ୟରୁ କେହି ଜଣ ନୁହନ୍ତି କି”|
# ତୁମକୁ ବିଚାର
ସ୍ଥାନକୁ ଟାଣି ନିଅନ୍ତି
“ ବିଚାରକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ଉପଦ୍ରବ କରି ବିଚାର
ସ୍ଥାନକୁ ଟାଣି ନିଅନ୍ତି ”(ଉଡିବି) |
(ଦେଖ: ସ୍ପଷ୍ଟ ଓ ନିହିତ ସୂଚନା)
# ଧନୀ ହୁଅ ନାହିଁ
ଏଠାରେ ଯାକୁଵ ଏକ ଆଳଙ୍କାରିକ ପ୍ରଶ୍ନ କରି ତାଙ୍କ ପାଠକଙ୍କୁ ଅନୁଯୋଗ କରନ୍ତି | ତୁମେ ଏହି ରୂପେ ଅନୁବାଦ କରିପାର “ଧନୀ” ବା “ଧନୀ ଲୋକ” |
# ଉତ୍ତମ ନାମ
“ଖ୍ରୀଷ୍ଟଙ୍କ ନାମ ” (ଦେଖ: ଲକ୍ଷଣ ସୂଚକ ଶବ୍ଦ)