# ହେ ମୋହର ପ୍ରିୟ ଭାଇମାନେ ଶୁଣ ଯାକୁଵ ତାଙ୍କ ପାଠକମାନଙ୍କୁ ପରିବାର ଭାବେ ପରାମର୍ଶ ଦେଉଥିଲେ. “ଶୁଣ, ମୋହର ପ୍ରିୟ ସହଯୋଗୀ ଭାଇମାନେ” # ଈଶ୍ୱର ମନୋନୀତ କରି ନାହାଁନ୍ତି… ଏଠାରେ ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ କରି ତାଙ୍କ ପାଠକମାନଙ୍କୁ ଅନୁଯୋଗ କରନ୍ତି | ତୁମେ ଏଭଳି ଅନୁବାଦ କରିପାର “ଈଶ୍ୱର ମନୋନୀତ କରିଅଛନ୍ତି…” (ଦେଖ: ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ) # ବିଶ୍ୱାସରେ ଧନୀ ହୁଅ “ଅଧିକ ବିଶ୍ୱାସ ରଖ”| “ଧନୀ” ବହୁତ ବିଶ୍ୱାସ ଥିବା ଜଣକୁ ବୁଝାଏ | ବିଶ୍ୱାସର ବିଷୟଟିକୁ ଚିହ୍ନିତ ହୋଇପାରି ଥାଏ | ଏହି ରୂପେ ଅନୁବାଦ କରିପାର “ଖ୍ରୀଷ୍ଟରେ ଦୃଢ ବିଶ୍ୱାସ ରହିବା”| # ରାଜ୍ୟ ଅଧିକାର କରିବା “ଯେଉଁ ସ୍ୱର୍ଗର ରାଜ୍ୟକୁ ପ୍ରବେଶ କରିବା” # କିନ୍ତୁ ତୁମ ପାଖରେ ଅଛି ଯାକୁଵ ତାଙ୍କ ସମସ୍ତ ଶ୍ରୋତାମାନଙ୍କୁ କହୁଛନ୍ତି |( ‘ତୁମ’ର ବ୍ୟବହାର) # ଦରିଦ୍ରମାନଙ୍କୁ ଅପବ୍ୟବହାର କରିଅଛ “ଦରିଦ୍ରମାନଙ୍କୁ ମୂଲ୍ୟ ନ ଦେବା ” ବା “ଦରିଦ୍ରମାନଙ୍କୁ ହୀନ ବ୍ୟବହାର କରିବା ” # ଏହା ଧନୀ ନୁହଁ କି ଏଠାରେ ଯାକୁଵ ଏକ ଆଳଙ୍କାରିକ ପ୍ରଶ୍ନ କରି ତାଙ୍କ ପାଠକଙ୍କୁ ଅନୁଯୋଗ କରନ୍ତି | ତୁମେ ଏହି ରୂପେ ଅନୁବାଦ କରିପାର “ଏହି ଧନୀ ଅଟନ୍ତି” (ଦେଖ: ଆଳଙ୍କାରିକ ପ୍ରଶ୍ନ) # ଧନୀ “ଧନୀ ଲୋକ” (ଉଡିବି) # ଯିଏ ବାଧା ଦିଏ “ଯିଏ ତୁମକୁ ପଦଦଳିତ କରେ” ବା “ଯିଏ ତୁମକୁ ମନ୍ଦ ବ୍ୟବହାର କରେ” # ସେମାନଙ୍କ ମଧ୍ୟରୁ କେହି ଜଣ ନୁହନ୍ତି କି ଏଠାରେ ଯାକୁଵ ଏକ ଆଳଙ୍କାରିକ ପ୍ରଶ୍ନ କରି ତାଙ୍କ ପାଠକଙ୍କୁ ଗାଳି ଦିଅନ୍ତି | ତୁମେ ଏହି ରୂପେ ଅନୁବାଦ କରିପାର “ସେମାନଙ୍କ ମଧ୍ୟରୁ କେହି ଜଣ ନୁହନ୍ତି କି”| # ତୁମକୁ ବିଚାର ସ୍ଥାନକୁ ଟାଣି ନିଅନ୍ତି “ ବିଚାରକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ଉପଦ୍ରବ କରି ବିଚାର ସ୍ଥାନକୁ ଟାଣି ନିଅନ୍ତି ”(ଉଡିବି) | (ଦେଖ: ସ୍ପଷ୍ଟ ଓ ନିହିତ ସୂଚନା) # ଧନୀ ହୁଅ ନାହିଁ ଏଠାରେ ଯାକୁଵ ଏକ ଆଳଙ୍କାରିକ ପ୍ରଶ୍ନ କରି ତାଙ୍କ ପାଠକଙ୍କୁ ଅନୁଯୋଗ କରନ୍ତି | ତୁମେ ଏହି ରୂପେ ଅନୁବାଦ କରିପାର “ଧନୀ” ବା “ଧନୀ ଲୋକ” | # ଉତ୍ତମ ନାମ “ଖ୍ରୀଷ୍ଟଙ୍କ ନାମ ” (ଦେଖ: ଲକ୍ଷଣ ସୂଚକ ଶବ୍ଦ)