Door43-Catalog_or_tn/JAS/02/05.md

3.8 KiB

ହେ ମୋହର ପ୍ରିୟ ଭାଇମାନେ ଶୁଣ

ଯାକୁଵ ତାଙ୍କ ପାଠକମାନଙ୍କୁ ପରିବାର ଭାବେ ପରାମର୍ଶ ଦେଉଥିଲେ. “ଶୁଣ, ମୋହର ପ୍ରିୟ ସହଯୋଗୀ ଭାଇମାନେ”

ଈଶ୍ୱର ମନୋନୀତ କରି ନାହାଁନ୍ତି…

ଏଠାରେ ଯାକୁଵ ଗୋଟିଏ ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ କରି ତାଙ୍କ ପାଠକମାନଙ୍କୁ ଅନୁଯୋଗ କରନ୍ତି | ତୁମେ ଏଭଳି ଅନୁବାଦ କରିପାର “ଈଶ୍ୱର ମନୋନୀତ କରିଅଛନ୍ତି…” (ଦେଖ: ଆଳଙ୍କାରିକ ପ୍ରକାଶ ଭଙ୍ଗୀରେ ପ୍ରଶ୍ନ)

ବିଶ୍ୱାସରେ ଧନୀ ହୁଅ

“ଅଧିକ ବିଶ୍ୱାସ ରଖ”| “ଧନୀ” ବହୁତ ବିଶ୍ୱାସ ଥିବା ଜଣକୁ ବୁଝାଏ | ବିଶ୍ୱାସର ବିଷୟଟିକୁ ଚିହ୍ନିତ ହୋଇପାରି ଥାଏ | ଏହି ରୂପେ ଅନୁବାଦ କରିପାର “ଖ୍ରୀଷ୍ଟରେ ଦୃଢ ବିଶ୍ୱାସ ରହିବା”|

ରାଜ୍ୟ ଅଧିକାର କରିବା

“ଯେଉଁ ସ୍ୱର୍ଗର ରାଜ୍ୟକୁ ପ୍ରବେଶ କରିବା”

କିନ୍ତୁ ତୁମ ପାଖରେ ଅଛି

ଯାକୁଵ ତାଙ୍କ ସମସ୍ତ ଶ୍ରୋତାମାନଙ୍କୁ କହୁଛନ୍ତି |( ‘ତୁମ’ର ବ୍ୟବହାର)

ଦରିଦ୍ରମାନଙ୍କୁ ଅପବ୍ୟବହାର କରିଅଛ

“ଦରିଦ୍ରମାନଙ୍କୁ ମୂଲ୍ୟ ନ ଦେବା ” ବା “ଦରିଦ୍ରମାନଙ୍କୁ ହୀନ ବ୍ୟବହାର କରିବା ”

ଏହା ଧନୀ ନୁହଁ କି

ଏଠାରେ ଯାକୁଵ ଏକ ଆଳଙ୍କାରିକ ପ୍ରଶ୍ନ କରି ତାଙ୍କ ପାଠକଙ୍କୁ ଅନୁଯୋଗ କରନ୍ତି | ତୁମେ ଏହି ରୂପେ ଅନୁବାଦ କରିପାର “ଏହି ଧନୀ ଅଟନ୍ତି” (ଦେଖ: ଆଳଙ୍କାରିକ ପ୍ରଶ୍ନ)

ଧନୀ

“ଧନୀ ଲୋକ” (ଉଡିବି)

ଯିଏ ବାଧା ଦିଏ

“ଯିଏ ତୁମକୁ ପଦଦଳିତ କରେ” ବା “ଯିଏ ତୁମକୁ ମନ୍ଦ ବ୍ୟବହାର କରେ”

ସେମାନଙ୍କ ମଧ୍ୟରୁ କେହି ଜଣ ନୁହନ୍ତି କି

ଏଠାରେ ଯାକୁଵ ଏକ ଆଳଙ୍କାରିକ ପ୍ରଶ୍ନ କରି ତାଙ୍କ ପାଠକଙ୍କୁ ଗାଳି ଦିଅନ୍ତି | ତୁମେ ଏହି ରୂପେ ଅନୁବାଦ କରିପାର “ସେମାନଙ୍କ ମଧ୍ୟରୁ କେହି ଜଣ ନୁହନ୍ତି କି”|

ତୁମକୁ ବିଚାର

ସ୍ଥାନକୁ ଟାଣି ନିଅନ୍ତି “ ବିଚାରକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ଉପଦ୍ରବ କରି ବିଚାର ସ୍ଥାନକୁ ଟାଣି ନିଅନ୍ତି ”(ଉଡିବି) | (ଦେଖ: ସ୍ପଷ୍ଟ ଓ ନିହିତ ସୂଚନା)

ଧନୀ ହୁଅ ନାହିଁ

ଏଠାରେ ଯାକୁଵ ଏକ ଆଳଙ୍କାରିକ ପ୍ରଶ୍ନ କରି ତାଙ୍କ ପାଠକଙ୍କୁ ଅନୁଯୋଗ କରନ୍ତି | ତୁମେ ଏହି ରୂପେ ଅନୁବାଦ କରିପାର “ଧନୀ” ବା “ଧନୀ ଲୋକ” |

ଉତ୍ତମ ନାମ

“ଖ୍ରୀଷ୍ଟଙ୍କ ନାମ ” (ଦେଖ: ଲକ୍ଷଣ ସୂଚକ ଶବ୍ଦ)