Door43-Catalog_or_tn/JAS/01/22.md

2.3 KiB

ବାକ୍ୟର ବାଧ୍ୟ ହୁଅ

"ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହୁଅ“ ବା “ଈଶ୍ୱରଙ୍କ ସମ୍ବାଦର ତୁମେ ବାଧ୍ୟ ହୁଅ ” |

ନିଜ ନିଜକୁ ପ୍ରବଞ୍ଚନା କରୁଅଛୁ

“ନିଜକୁ ପ୍ରବଞ୍ଚନା କରୁଅଛୁ” ବା “ନିଜକୁ ନିର୍ବୋଧ କରୁଅଛୁ ”

କାରଣ ଯଦି କେହି ବାକ୍ୟ ଶୁଣେ ଏବଂ ଏହା କରେ ନାହିଁ , ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ ତୁଲ୍ୟ ଅଟେ |

ଯାକୁଵ ତୁଳନା କରନ୍ତି ଜଣେ ଈଶ୍ୱରଙ୍କ ବାକ୍ୟକୁ ଶୁଣେ ଏବଂ ଏହା ପାଳନ କରେ ନାହିଁ ଯେପରି ଦର୍ପଣରେ ଆପଣାକୁ ଦେଖେ ପରେ କଣ ଦେଖେ ଭୁଲି ଯାଏ |(ଦେଖ: ଏକଭାବ)

ସ୍ୱାଭାବିକ ତାଙ୍କ ମୁଖ ଦର୍ଶନ କରେ …ଏବଂ ତତ୍‌କ୍ଷଣାତ୍ ଭୁଲନ୍ତି

ଯେପରି ଜଣେ ଦର୍ପଣରେ ଆପଣାକୁ ଦେଖେ ପରେ କଣ ଦେଖେ ଭୁଲି ଯାଏ, ସେପରି ମନୁଷ୍ୟ ଈଶ୍ୱରଙ୍କ ବାକ୍ୟକୁ ଶୁଣେ ଏବଂ କଣ ଶୁଣିଲେ ତତ୍‌କ୍ଷଣାତ୍ ଭୁଲନ୍ତି |

ସିଦ୍ଧ ନିୟମ, ସ୍ୱାଧୀନତାର ବ୍ୟବସ୍ଥା

“ସିଦ୍ଧ ନିୟମ ଯେ, ସ୍ୱାଧୀନତା ଦିଏ”

ଠିକ ଜଣେ ଶ୍ରୋତା ଯିଏ ଭୁଲିଯାଏ

“ଠିକ ଶୁଣୁଅଛୁ ମନେକରୁ କିନ୍ତୁ ପରେ ଏହା ଭୁଲୁଅଛୁ ”

ଏହି ମନୁଷ୍ୟ ସେ ଆପଣା କାର୍ଯ୍ୟରେ ଧନ୍ୟ

ଏହା ପ୍ରତ୍ୟକ୍ଷ ଗଦ୍ୟାଂଶସହ ଅନୁବାଦ କରିପାର “ଈଶ୍ୱର ଯେପରି ସେ ନିୟମ ମାନେ ଏହି ମନୁଷ୍ୟକୁ ଆଶୀର୍ବାଦ କରିବେ ” |(ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)