# ବାକ୍ୟର ବାଧ୍ୟ ହୁଅ "ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହୁଅ“ ବା “ଈଶ୍ୱରଙ୍କ ସମ୍ବାଦର ତୁମେ ବାଧ୍ୟ ହୁଅ ” | # ନିଜ ନିଜକୁ ପ୍ରବଞ୍ଚନା କରୁଅଛୁ “ନିଜକୁ ପ୍ରବଞ୍ଚନା କରୁଅଛୁ” ବା “ନିଜକୁ ନିର୍ବୋଧ କରୁଅଛୁ ” # କାରଣ ଯଦି କେହି ବାକ୍ୟ ଶୁଣେ ଏବଂ ଏହା କରେ ନାହିଁ , ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ ତୁଲ୍ୟ ଅଟେ | ଯାକୁଵ ତୁଳନା କରନ୍ତି ଜଣେ ଈଶ୍ୱରଙ୍କ ବାକ୍ୟକୁ ଶୁଣେ ଏବଂ ଏହା ପାଳନ କରେ ନାହିଁ ଯେପରି ଦର୍ପଣରେ ଆପଣାକୁ ଦେଖେ ପରେ କଣ ଦେଖେ ଭୁଲି ଯାଏ |(ଦେଖ: ଏକଭାବ) # ସ୍ୱାଭାବିକ ତାଙ୍କ ମୁଖ ଦର୍ଶନ କରେ …ଏବଂ ତତ୍‌କ୍ଷଣାତ୍ ଭୁଲନ୍ତି ଯେପରି ଜଣେ ଦର୍ପଣରେ ଆପଣାକୁ ଦେଖେ ପରେ କଣ ଦେଖେ ଭୁଲି ଯାଏ, ସେପରି ମନୁଷ୍ୟ ଈଶ୍ୱରଙ୍କ ବାକ୍ୟକୁ ଶୁଣେ ଏବଂ କଣ ଶୁଣିଲେ ତତ୍‌କ୍ଷଣାତ୍ ଭୁଲନ୍ତି | # ସିଦ୍ଧ ନିୟମ, ସ୍ୱାଧୀନତାର ବ୍ୟବସ୍ଥା “ସିଦ୍ଧ ନିୟମ ଯେ, ସ୍ୱାଧୀନତା ଦିଏ” # ଠିକ ଜଣେ ଶ୍ରୋତା ଯିଏ ଭୁଲିଯାଏ “ଠିକ ଶୁଣୁଅଛୁ ମନେକରୁ କିନ୍ତୁ ପରେ ଏହା ଭୁଲୁଅଛୁ ” # ଏହି ମନୁଷ୍ୟ ସେ ଆପଣା କାର୍ଯ୍ୟରେ ଧନ୍ୟ ଏହା ପ୍ରତ୍ୟକ୍ଷ ଗଦ୍ୟାଂଶସହ ଅନୁବାଦ କରିପାର “ଈଶ୍ୱର ଯେପରି ସେ ନିୟମ ମାନେ ଏହି ମନୁଷ୍ୟକୁ ଆଶୀର୍ବାଦ କରିବେ ” |(ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)