Door43-Catalog_or_tn/JAS/01/22.md

20 lines
2.3 KiB
Markdown
Raw Normal View History

2018-01-11 01:51:28 +00:00
# ବାକ୍ୟର ବାଧ୍ୟ ହୁଅ
"ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହୁଅ“ ବା “ଈଶ୍ୱରଙ୍କ ସମ୍ବାଦର ତୁମେ ବାଧ୍ୟ ହୁଅ ” |
# ନିଜ ନିଜକୁ ପ୍ରବଞ୍ଚନା କରୁଅଛୁ
“ନିଜକୁ ପ୍ରବଞ୍ଚନା କରୁଅଛୁ” ବା “ନିଜକୁ ନିର୍ବୋଧ କରୁଅଛୁ ”
# କାରଣ ଯଦି କେହି ବାକ୍ୟ ଶୁଣେ ଏବଂ ଏହା କରେ ନାହିଁ , ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ ତୁଲ୍ୟ ଅଟେ |
ଯାକୁଵ ତୁଳନା କରନ୍ତି ଜଣେ ଈଶ୍ୱରଙ୍କ ବାକ୍ୟକୁ ଶୁଣେ ଏବଂ ଏହା ପାଳନ କରେ ନାହିଁ ଯେପରି ଦର୍ପଣରେ ଆପଣାକୁ ଦେଖେ ପରେ କଣ ଦେଖେ ଭୁଲି ଯାଏ |(ଦେଖ: ଏକଭାବ)
# ସ୍ୱାଭାବିକ ତାଙ୍କ ମୁଖ ଦର୍ଶନ କରେ …ଏବଂ ତତ୍‌କ୍ଷଣାତ୍ ଭୁଲନ୍ତି
ଯେପରି ଜଣେ ଦର୍ପଣରେ ଆପଣାକୁ ଦେଖେ ପରେ କଣ ଦେଖେ ଭୁଲି ଯାଏ, ସେପରି ମନୁଷ୍ୟ ଈଶ୍ୱରଙ୍କ ବାକ୍ୟକୁ ଶୁଣେ ଏବଂ କଣ ଶୁଣିଲେ ତତ୍‌କ୍ଷଣାତ୍ ଭୁଲନ୍ତି |
# ସିଦ୍ଧ ନିୟମ, ସ୍ୱାଧୀନତାର ବ୍ୟବସ୍ଥା
“ସିଦ୍ଧ ନିୟମ ଯେ, ସ୍ୱାଧୀନତା ଦିଏ”
# ଠିକ ଜଣେ ଶ୍ରୋତା ଯିଏ ଭୁଲିଯାଏ
“ଠିକ ଶୁଣୁଅଛୁ ମନେକରୁ କିନ୍ତୁ ପରେ ଏହା ଭୁଲୁଅଛୁ ”
# ଏହି ମନୁଷ୍ୟ ସେ ଆପଣା କାର୍ଯ୍ୟରେ ଧନ୍ୟ
ଏହା ପ୍ରତ୍ୟକ୍ଷ ଗଦ୍ୟାଂଶସହ ଅନୁବାଦ କରିପାର “ଈଶ୍ୱର ଯେପରି ସେ ନିୟମ ମାନେ ଏହି ମନୁଷ୍ୟକୁ ଆଶୀର୍ବାଦ କରିବେ ” |(ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)