Door43-Catalog_or_tn/JAS/01/12.md

29 lines
2.3 KiB
Markdown

# ବ୍ୟକ୍ତିଟି ଧନ୍ୟ ଅଟେ
“ଲୋକଟି ଆନନ୍ଦିତ”
# ପରୀକ୍ଷା ସହ୍ୟ କରେ
“ ଯେତେବେଳେ ପରୀକ୍ଷାଗୁଡିକ ଆସେ ସ୍ଥିର ରହେ”
# ପରୀକ୍ଷିତ ହେଲେ
“ପରୀକ୍ଷାଗୁଡିକ ମଧ୍ୟଦେଇ ସୁସ୍ଥିର ରହେ ”
# ସେ ଗ୍ରହଣ କରେ
“ଈଶ୍ୱର ତାଙ୍କୁ ଦେବେ ”
# ଜୀବନରୂପ ମୁକୁଟ ଗ୍ରହଣ କରେ
“ଜୀବନରୂପ ମୁକୁଟ” ଏକ ବର୍ଣ୍ଣନାତୀତ ଭାବ ଯାହା ଈଶ୍ୱର ଜଣେ ବ୍ୟକ୍ତିଙ୍କୁ ଅନନ୍ତ ଜୀବନ ପୁରସ୍କାରରୂପେ ଦିଅନ୍ତି | ଏହିରୂପେ ଅନୁବାଦ ହୋଇପାରେ “ଅନନ୍ତ ଜୀବନର ପୁରସ୍କାର ଗ୍ରହଣ କର ”|
# ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି
“ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି” (ଦେଖ: ପ୍ରତ୍ୟକ୍ଷ ବା ପରୋକ୍ଷ)
# ଯେତେବେଳେ ସେ ପରୀକ୍ଷିତ ହୁଅନ୍ତି
“ଯେତେବେଳେ ସେ କିଛି ମନ୍ଦ କରିବାକୁ ଇଚ୍ଛା କରିଅଛନ୍ତି ”
# ଏହି ପରୀକ୍ଷା ଈଶ୍ୱରଙ୍କଠାରୁ ଅଟେ
“ଈଶ୍ୱର ମୋତେ କିଛି ମନ୍ଦ କରିବାକୁ ଇଚ୍ଛା କରିଅଛନ୍ତି ”
# ଈଶ୍ୱର ମନ୍ଦରେ ପରୀକ୍ଷା କରନ୍ତି ନାହିଁ
“ଈଶ୍ୱର ମନ୍ଦ କରିବାକୁ ଇଚ୍ଛା କରନ୍ତି ନାହିଁ”
# ଈଶ୍ୱର … କାହାକୁ ପରୀକ୍ଷା କରନ୍ତି ନାହିଁ
“ଈଶ୍ୱର ଜଣେ ବ୍ୟକ୍ତିଙ୍କୁ କିଛି ମନ୍ଦ କରିବାକୁ ଇଚ୍ଛା କରନ୍ତି ନାହିଁ ”